Browsing Category

ମନୋରଞ୍ଜନ

ଦଙ୍ଗଲକୁ ଟକ୍କର ଦେବ ‘ବାହୁବଲୀ ୨’ ! ଚୀନରେ ୬୦୦୦ ସ୍କ୍ରିନରେ ହେବ ରିଲିଜ୍

ଭାରତରେ ସବୁ ରେକର୍ଡ଼ ଭାଙ୍ଗିବା ପରେ ଏବେ ‘ବାହୁବଲୀ ୨’ ଚୀନରେ ରେକର୍ଡ଼ ସୃଷ୍ଟି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ପ୍ରଭାସ ଓ ରାଣା ଦଗୁବଟୀଙ୍କ ଏହି ସିନେମା ସେପ୍ଟେମ୍ବରରେ ଚୀନରେ ରିଲିଜ ହେବ । ‘ବାହୁବଲୀ ୨’କୁ ଚୀନରେ ୬୦୦୦ ସ୍କ୍ରିନ ମିଳିଛି । ଅମୀରଙ୍କ ସିନେମା ‘ଦଙ୍ଗଲ’ ତୁଳନାରେ…
Read More...

ଚର୍ଚ୍ଚାରେ ସୁନୀଲ ସେଟ୍ଟୀଙ୍କ ପୁଅ ଆହାନ ସେଟ୍ଟୀ !

ବଲିଉଡ଼ ଜଗତର ଷ୍ଟାର କିଡ଼ସ ଅଭିନୟ ଅପେକ୍ଷା ଲଭ ଆଫେୟାର୍ସ ପାଇଁ ବେଶ ଚର୍ଚ୍ଚିତ । ନିକଟରେ ସୁନୀଲ ସେଟ୍ଟୀଙ୍କ ପୁଅ ଆହାନ ସେଟ୍ଟୀଙ୍କୁ ଦେଖିବାକୁ ମିଳିଛି ତାଙ୍କ ଗର୍ଲପ୍ରେଣ୍ଡଙ୍କ ସହିତ । ଖୁବ୍ ଶୀଘ୍ର ବଲିଉଡ଼ରେ ଆହାନ ଡ଼େବ୍ୟୁ କରିବାକୁ ଯାଉଛନ୍ତି । କିନ୍ତୁ ସିନେମା ପୂର୍ବରୁ ତାଙ୍କ…
Read More...

ରିଲିଜ୍ ହେଲା ଅନୁଷ୍କା ଓ ଶାହରୁଖଙ୍କ ‘ଜବ୍ ହାରି ମେଟ୍ ସେଜଲ୍’ର ୫ମ ମିନି ଟ୍ରେଲର

ଏମିତି ଲାଗୁଛି କି ଅନୁଷ୍କା ଓ ଶାହରୁଖଙ୍କ ନୂଆ ଫିଲ୍ମ ‘ଜବ୍ ହାରି ମେଟ୍ ସେଜଲ’ ସିନେ ପ୍ରେମୀଙ୍କ ହୃଦୟରେ ଯାଗା ବନେଇଦେଲାଣି । ପୂରା ଟ୍ରେଲର ପୂର୍ବରୁ ଗୋଟିଏ ପରେ ଗୋଟିଏ ଏହାର ମିନି ଟ୍ରେଲର ରିଲିଜ ହେବାରେ ଲାଗିଛି । ଆଉ ଏହା ପ୍ରଶଂସକଙ୍କୁ ଖୁବ୍ ଆକୃଷ୍ଟ କରୁଛି । ଏହି ମିନି ଟ୍ରେଲର…
Read More...

ଇଦରେ ପ୍ରଥମ ଥର ପାଇଁ ଫ୍ଲପ୍ ହେଲେ ସଲମାନ୍ ଖାନ୍ ! ଜାଣନ୍ତୁୁ ‘ଟ୍ୟୁବଲାଇଟ’ର ୧୦ ଦିନର ଆୟ

ସଲମାନ ଖାନଙ୍କ ସିନେମା ‘ଟ୍ୟୁବଲାଇଟ’ ରିଲିଜ ହେବାର ପୁରା ୧୦ ଦିନ ହୋଇଯାଇଛି । ରିଲିଜ ହେବା ପରଠାରୁ ସିନେମା ୧୦୦ କୋଟି ଟଙ୍କାର ଆୟ କରିସାରିଛି କିନ୍ତୁ ଏଯାଏଁ କିଛି ରେକର୍ଡ଼ କରିପାରି ନାହିଁ । ରିଲିଜର ୧୦ ଦିନରେ ସିନେମା ପାଖାପାଖି ୧୧୬ କୋଟି ଟଙ୍କା ଆୟ କରିପାରିଛି । କିନ୍ତୁ ଯେତିକି…
Read More...

କପିଲ୍ ସୋ’ରେ ମସ୍ତି କଲେ ଇରଫାନ୍ ଓ ୟୁସୁଫ୍ ! ଖୋଲିଲେ ଅନେକ ରହସ୍ୟ

କପିଲ୍ ଶର୍ମାଙ୍କ ଲୋକପ୍ରିୟ କମେଡି ସୋ’ ‘ଦ କପିଲ୍ ଶର୍ମା ସୋ’ କିଛି ନା କିଛି କାରଣରୁ ଚର୍ଚ୍ଚାରେ ରହିଆସିଛି । କେତେବେଳେ ସୁନିଲ୍ ଗ୍ରୋଭର, ଚନ୍ଦନ ପ୍ରଭାକର ଓ ଅଲୀ ଅସଗର ସୋ’ରୁ ଅଲଗା ହେବାକୁ ନେଇ ତ ପୁଣି କେବେ ଚନ୍ଦନ ପ୍ରଭାକରଙ୍କ ସୋ’ ଫେରିବା ନେଇ । ଏବେ ଏହି ସୋ’ ବେଶୀ ଚର୍ଚ୍ଚାକୁ…
Read More...

ସାରା ଅଲୀ ଖାନ୍ ଲୁଚାଇଲେ ଡେବ୍ୟୁ ଫିଲ୍ମର ନିଜ ନୂଆ ଲୁକ୍ !

ଯେବେଠାରୁ ସାରା ଅଲୀ ଖାନଙ୍କର ବଲିଉଡରେ ଡେବ୍ୟୁ କରିବାର ଖବର ଆସିଛି । ସେବେଠାରୁ ଫଟୋଗ୍ରାଫର ତାଙ୍କ ପଛରେ ପଡିଯାଇଛନ୍ତି । ନିକଟରେ ଏହି ନୂଆ ଷ୍ଟାରଙ୍କ କିଛି ଫଟୋ ଫଟୋଗ୍ରାଫରଙ୍କ ହାତରେ ଲାଗିଛି । କିନ୍ତୁ ମାମଲା କିଛି ଅଲଗା । ସାରା, ଅଭିଷେକ୍ କପୁରଙ୍କ ଫିଲ୍ମ ‘କେଦାରନାଥ’ରୁ ନିଜର…
Read More...

ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଗ୍ରହଣ କରିଥିଲେ ପୋଷ୍ୟ ବାପା ! ଜାଣନ୍ତୁ ଏପରି କରିବା ପଛର କାରଣ

ଆପଣ ଆଜି ପର୍ଯ୍ୟନ୍ତ ଛୋଟ ପିଲାଙ୍କୁ ପୋଷ୍ୟ କରିଥିବା କଥା ଶୁଣିଥିବେ, କିନ୍ତୁ ଦକ୍ଷିଣୀ ସୁପରଷ୍ଟାର ରଜନୀକାନ୍ତ ଏହାର ବିଲକୁଲ ଓଲଟା କରିସାରିଛନ୍ତି । ସେ ଜଣେ ବ୍ୟକ୍ତିଙ୍କୁ ପୋଷ୍ୟ ବାପା ରୂପେ ଗ୍ରହଣ କରିଛନ୍ତି । ଜାଣନ୍ତୁ କିଏ ସେହ ବ୍ୟକ୍ତି ଯାହାକୁ ରଜନୀକାନ୍ତି ପୋଷ୍ୟ ବାପା ରୂପେ…
Read More...

ଅକ୍ଷୟଙ୍କ ନୂଆ ଚେହେରା ! ଆଗାମୀ ଫିଲ୍ମ ‘ଗୋଲ୍ଡ’ରେ ଆସିବେ ନଜର

ବଲିଉଡ୍ ଖିଲାଡ଼ି ଷ୍ଟାର୍ ଅକ୍ଷୟ କୁମାର ଏବେ ନିଜର ଆଗାମୀ ଫିଲ୍ମ ‘ଗୋଲ୍ଡ’ର ସୁଟିଂରେ ବ୍ୟସ୍ତ । ଖାସ୍ କଥା ଏହା ଯେ ବଲିଉଡର ଏହି ଖିଲାଡ଼ି ଏହି ଫିଲ୍ମରେ ଅସଲ ଜୀବନର ଖିଲାଡିମାନଙ୍କ (ଖେଳାଳି) ଦ୍ୱାରା ପ୍ରଭାବିତ ହେବାର ନଜର ଆସୁଛନ୍ତି । ମିଳିଥିବା ସୂଚନା ଅନୁସାରେ ଏହି ଫିଲ୍ମର ସୁଟିଂ…
Read More...

ପୁଣି ଥରେ ପାଖାପାଖି ହେଉଛନ୍ତି କ୍ୟାଟ୍ରିନା କୈଫ୍ ଓ ରଣବୀର କପୁର ! ଭିଡ଼ିଓରୁ ଜଣାପଡ଼ିଲା ଅସଲ କଥା

କ୍ୟାଟ୍ରିନା କୈଫ୍ ଏବଂ ରଣବୀର କପୁର ଉଭୟେ ନିଜର ଆଗାମୀ ସିନେମା ‘ଜଗା ଜାସୁସ’ର ପ୍ରମସୋନ କରୁଛନ୍ତି । ବ୍ରେକଅପ୍ ସତ୍ୱେ ଉଭୟଙ୍କ ଦମଦାର କେମେଷ୍ଟ୍ରି ଦେଖିବା ପାଇଁ ମିଳୁଛି । ନିକଟରେ କ୍ୟାଟ୍ରିନା ଓ ରଣବୀର ସିମା ୨୦୧୭ ପାଇଁ ଆବୁଧାବି ପହଞ୍ଚିଥିଲେ । ସେଠାେରେ ମଧ୍ୟ ଉଭୟ ‘ଜଗା ଜାସୁସ’ର…
Read More...

ଗୀତରେ ଜିଏସଟି ! ବାବା ସହଗଲ୍ ଲଂଚ କଲେ ଗୀତ !

ରାପର - ସଂଗୀତ ନିର୍ଦ୍ଦେଶକ ଭାବେ ଖୁବ୍ ଚର୍ଚ୍ଚିତ ବାବା ସହଗଲ୍ । ଏବେ ଚର୍ଚ୍ଚିତ ଜିଏସଟି ଉପରେ ଲଂଚ କରିଛନ୍ତି ଏକ ରାପ୍ ଗୀତ । ଏହା ଏବେ ସାଜିଛି ଆଲୋଚିତ । ଜିଏସଟି ଭାରତର ସ୍ୱାଧୀନତା ପରେ ବଡ ସୁଧାର ଅଟେ । ଆଉ ଏହାକୁ ଗୀତରେ ଏକ ଅଭିନବ ଶୈଳୀରେ ସଜାଇଛନ୍ତି ସହଗଲ୍ । ସହଗଲ , ଶନିବାର…
Read More...