Browsing Category

ମନୋରଞ୍ଜନ

ମଧୁବାଲାଙ୍କ ଜୀବନର ଭୟଙ୍କର ସତ୍ୟ ! ସଫଳତା ପାଦ ଛୁଇଁଥିଲା କିନ୍ତୁ ଗମ୍ଭୀର ରୋଗ ପିଛା ଛାଡ଼ିନଥିଲା

ବିଗତ ଦିନର ଅଭିନେତ୍ରୀ ମଧୁବାଲାଙ୍କୁ କିଏ ନଜାଣେ । ମଧୁବାଳା ଏଭଳି ଜଣେ ଅଭିନେତ୍ରୀ ଯିଏ କେବଳ ବଲିଉଡରେ ନୁହେଁ ବରଂ ହଲିଉଡରେ ମଧ୍ୟ ଧୁମ ମଚାଇଥିଲେ । ସୂଚନା ଅନୁସାରେ ୧୯୫୦ ମସିହା ପୂର୍ବରୁ ମଧୁବାଲାଙ୍କୁ ଆମେରିକାର ପତ୍ରିକା ଥିଏଟର ଆର୍ଟସ ନିମନ୍ତ୍ରଣ କରିଥିଲେ । ଏହି ମାଗାଜିନରେ…
Read More...

ଭାଲେଣ୍ଟାଇନ ଡେରେ ରୀତିକାଙ୍କୁ ମିଳିଲା ଆକର୍ଷଣୀୟ ଉପହାର ! ଜାଣନ୍ତୁ ପତ୍ନୀଙ୍କୁ କଣ ଦେଲେ ରୋହିତ

ଭାଲେଣ୍ଟାଇନ ଡେକୁ ସ୍ମରଣୀୟ କରିବା ପାଇଁ ପ୍ରେମୀଯୁଗଳ ପରସ୍ପରକୁ ବିଭିନ୍ନ ଆକର୍ଷଣୀୟ ଗିଫ୍ଟ ଦେଇଥାନ୍ତି । ଏପରିକି ସ୍ୱାମୀ ମାନେ ମଧ୍ୟ ନିଜ ସ୍ତ୍ରୀକୁ ଖୁସି କରିବା ପାଇଁ ଏହି ମୌକାକୁ ଆଦୌ ହାତଛଡା କରନ୍ତି ନାହିଁ । ଏଥରୁ ଭାରତୀୟ କ୍ରିକେଟ ଟିମର ବିସ୍ପୋରକ ବ୍ୟାଟସମ୍ୟାନ ରୋହିତ ଶର୍ମା…
Read More...

ଟ୍ୱିଟରରେ ସୁଷମାଙ୍କୁ ସହାୟତା ମାଗିଲେ ମଲ୍ଲିକା ଶେରାୱତ ! ଜାଣନ୍ତୁ କ’ଣ ରହିଛି ଅଭିନେତ୍ରୀଙ୍କ ସମସ୍ୟା ?

ବଲିଉଡ ଅଭିନେତ୍ରୀ ମଲ୍ଲିକା ଶେରାୱତ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ସହାୟତା ମାଗିଛନ୍ତି । ମଲ୍ଲିକା ଶେରାୱତ ଏବେ ଏକ ବେସରକାରୀ ସଂଗଠନ ଫ୍ରି-ଏ-ଗର୍ଲ ଇଣ୍ଡିଆରେ କାମ କରୁଛନ୍ତି । ଏହି ସଂସ୍ଥା ଛୋଟପିଲାଙ୍କର ଯୌନ ଶୋଷଣ ବିରୋଧରେ କାମ କରୁଛି । ଏହି ସଂସ୍ଥା ପାଇଁ ମଲ୍ଲିକା, ସୁଷମା…
Read More...

ଗୀତକୁ ନେଇ ବିବାଦରେ ଫସିଲେ ପ୍ରିୟା ପ୍ରକାଶ ! ମୁସଲିମ୍ ସମାଜର ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ…

ମାଲାୟଲମ ଅଭିନେତ୍ରୀ ପ୍ରିୟା ପ୍ରକାଶ ନିଜ ଗୀତକୁ ନେଇ ଏବେ ବିବାଦରେ ଫସିଯାଇଛନ୍ତି । ଗୀତରେ ବ୍ୟବହାର କରାଯାଇଥିବା କିଛି ଶବ୍ଦକୁ ନେଇ ଆପତ୍ତି ଉଠିଛି । ଏ ନେଇ ହାଇଦ୍ରାବାଦରେ ମାମଲା ବି ରୁଜୁ ହୋଇଛି । ଏହି ଅଭିଯୋଗ ପ୍ରିୟା ପ୍ରକାଶଙ୍କ ବିରୋଧରେ ନୁହେଁ ସଂପୃକ୍ତ ଗୀତ ବିରୋଧରେ ହୋଇଛି ।…
Read More...

ସ୍ୱାମୀଙ୍କ ସହ ସୋ’ କୁ ଯିବାପାଇଁ ମନାକଲେ ଅନୁଷ୍କା ଶର୍ମା ! ଜାଣନ୍ତୁ କାହିଁକି ?

ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଟେଲିଭିଜନ ସୋ ‘କଫି ୱିଥ କରନ’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ବିବାହ ପରେ ଏହି ଯୋଡ଼ି ପ୍ରଥମ ଥର ପାଇଁ ଟେଲିଭିଜନ ସୋ’ରେ କଥାବାର୍ତ୍ତା ହେଉଥିବାର ନଜର ଆସିବେ । ଏହି ସୋ’ ଦ୍ୱାରା କରନଙ୍କ ସହିତ କଥା ହେଉଥିବା ସମୟରେ…
Read More...

ପ୍ରିୟାଙ୍କ ପ୍ରେମରେ ପୁରା ଦୁନିଆ! ଆଖି ମାରି ପାଲଟିଗଲେ ସେଲିବ୍ରିଟି, ଇଂଟରନେଟର ନୂଆ ସେନସେସନ୍

ଦୁଇ ଦିନ ମଧ୍ୟରେ ଇଂଟରନେଟରେ ଛାଇଯାଇଛନ୍ତି ମଲାୟାଲମ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟର । ଭାଲେଂଟାଇନ୍ ୱିକରେ ୧୮ ବର୍ଷୀୟା ପ୍ରିୟାଙ୍କ ଆଖି ମରା ଆନ୍ଦାଜରେ ଲକ୍ଷ ଲକ୍ଷ ଲୋକ ଦିୱାନା ହୋଇଯାଇଛନ୍ତି । ଗୋଟିଏ ଦିନରେ ପାଲଟି ଯାଇଛନ୍ତି ଦୁନିଆର ତୃତୀୟ ଲୋକପ୍ରିୟ ଇଂଷ୍ଟାଗ୍ରାମ୍ ସେଲେବ୍ରିଟି…
Read More...

ବଡ ପରଦାରେ ଦିବ୍ୟାଙ୍ଗ କଳାକାରଙ୍କ କମାଲ ! ଇଚ୍ଛାରାମ ଫାଉଣ୍ଡେସନ ପକ୍ଷରୁ ନିର୍ମିତ ଫିଲ୍ମ ‘ସପନ ଟିଏ’ରେ ନଜର…

ବଡ ପରଦାରେ ଦିବ୍ୟାଙ୍ଗ କଳାକାରଙ୍କ କମାଲ । ଇଚ୍ଛାରାମ ଫାଉଣ୍ଡେସନ ପକ୍ଷରୁ ନିର୍ମିତ ଫିଲ୍ମ ‘ସପନ ଟିଏ’ରେ ଦେଖିବାକୁ ମିଳିଛି ଏହି କଳାକାରଙ୍କୁ । ସିନେମାରପ୍ରମୁଖ ଭୂମିକାରେ ନଜର ଆସିଛନ୍ତି ୧୫ବର୍ଷୀୟ ବବଲୁଙ୍କୁ । ଅଭିନୟ ଜରିଆରେ ସେ ଲୋକଙ୍କ ହୃଦୟକୁ ଛୁଇଁଛନ୍ତି । ସେହିଭଳି ଆଉ ଜଣେ…
Read More...

ଖାଂଟି ଓଡିଆ ପ୍ରେମର ଧୁନ୍ । ଭାଲେଂଟାଇନ ଡେରେ ପ୍ରେମ କାହାଣୀ ‘ମଥାନେ ଡାକିଲା କାଉ’ ।

ସହରୀ ଝିଅ ଓ ଗାଉଁଲି ପୁଅର ପ୍ରେମ କାହାଣୀ । ଯାହା ଶଗଡ ଗାଡିରେ ବସିବାରୁ ଆରମ୍ଭ, ଯାହା ମାଟିର ବାସ୍ନା ସହ ଜଡିତ, ଯାହା ଷ୍ଟେସନରେ ବସି ପ୍ରେମିକାକୁ ଅପେକ୍ଷା କରିବା ଭଳି ଆନନ୍ଦ ଦିଏ । ବାସ୍ତବରେ କାହାଣୀଟି ଏକ ଗାଉଁଲି ପୁଅ ଏବଂ ସହରୀ ଝିଅକୁ ନେଇ ନିର୍ମାଣ କରାଯାଇଛି । ଯେଉଁଥିରେ ସହରର…
Read More...

ଆରମ୍ଭ ହେଲା ସିନେମା ‘ସୁଇ ଧାଗା’ର ସୁଟିଂ ! ଦେଖିବାକୁ ମିଳିବ ବରୁଣ ଏବଂ ଅନୁଷ୍କାଙ୍କ ଦେଶୀ ଅନ୍ଦାଜ୍ ବରୁଣ ଏବଂ…

ବରୁଣ ଏବଂ ଅନୁଷ୍କାଙ୍କର ଆଗାମୀ ସିନେମା ସୁଇ ଧାଗାର ପ୍ରଥମ ଲୁକ ସାମ୍ନାକୁ ଆସିଛି । ବରୁଣ ଧାୱନ ନିଜ ଟ୍ୱିଟର ଆକାଉଂଟରେ ସିନେମାର ପ୍ରଥମ ଲୁକ ସେୟାର କରିଛନ୍ତି । ଯେଉଁଥିରେ ସେ କ୍ୟାପ୍ସନ ଦେଇଛନ୍ତିଯେ “ମୌଜି ଏବଂ ମମତାଙ୍କୁ ଦେଖିବାକୁ ବାଇବେ ୧୮ ସେପ୍ଟେମ୍ବରରେ” । ସିନେମା ଶରତ…
Read More...

ମାତ୍ର ୨୬ ସେକେଣ୍ଡରେ ଆଖିରେ ଆଖିରେ ପୂରା ଦୁନିଆକୁ ଦିୱାନା କଲେ ଯୁବତୀ ! ଜାଣନ୍ତୁ ଏହି ରହସ୍ୟମୟୀ ଯୁବତୀ କିଏ

ଭାଲେଣ୍ଟାଇନ ସପ୍ତାହ ଆରମ୍ଭ ହୋଇଯାଇଛି । ଏପରି ସ୍ଥିତିରେ ସୋସିଆଲ ମିଡିଆରେ ୨୬ ସେକେଣ୍ଡର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । । ସ୍କୁଲରେ ସେମିନାରରେ ଏକ ଝିଅ ଖାସ ଅନ୍ଦାଜରେ ଆଖିରେ ଆଖିରେ ରୋମାନ୍ସ କରୁଥିବା ଏହି ଭିଡିଓରେ ନଜର ଆସିଛି । ଏହି ଭିଡିଓଟିକୁ ଯୁବ ପିଢି ଖୁବ ପସନ୍ଦ…
Read More...