Browsing Category

ମନୋରଞ୍ଜନ

ନୀରବି ଗଲେ ଓଲିଉଡର ମାଆ ଅନିତା ଦାସ । ପରଦାରେ ଅଭିନୟ ଥିଲା, ହେଲେ ମିଛ ନଥିଲା ମାଆର ମମତା

କନକ ବ୍ୟୁରୋ: ଆରପାରିରେ ଅନୀତା ଦାସ । ଓଲିଉଡର ବିଶିଷ୍ଟ ଅଭିନେତ୍ରୀ ତଥା ଓଡିଆ ଚଳଚ୍ଚିତ୍ର ଜଗତର ମାଆ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅନୀତା ଦାସଙ୍କ ହୃଦଘାତରେ ଦେହାନ୍ତ ହୋଇଛି । ଶହେରୁ ଅଧିକ ଫିଲ୍ମ, ଭଜନ ଓ ସିରିଏଲରେ ଅଭିନୟ କରି ଦର୍ଶକଙ୍କ ଆଦର ପାଇଛନ୍ତି ସେ । ଶିଶୁ…
Read More...

ବିଶ୍ୱ ମାତୃତ୍ୱ ଦିବସ ଉପଲକ୍ଷେ ରିଲିଜ ହେଲା ରେଡିଓ ଚକଲେଟର ନୂଆ ଗୀତ “ବୋଉଲୋ”

ନିକଟରେ ଓଡିଶାର ନମ୍ବର ୱାନ ରେଡିଓ ଷ୍ଟେସନ ୧୦୪ ଏଫଏମ ନିଜର ୧୧ ତମ ଆନିଭର୍ସାରୀ ପାଳନ କରିଛି । ଭିନ୍ନ ଭିନ୍ନ ପୋଗ୍ରାମ ଏବଂ ମନଛୁଆଁ ଗୀତରେ ରେଡିଓ ଚକଲେଟ ସର୍ବଦା ସ୍ରୋତାଙ୍କର ଖୁବ ମନୋରଞ୍ଜନ କରିଆସିଛି । ନିକଟରେ ରେଡିଓ ଚକଲେଟ ‘ମଦର୍ସ ଡେ’ ଉପଲକ୍ଷେ ଆଉ ଏକ ନୂଆ ଗୀତ ଦର୍ଶକଙ୍କୁ ଭେଟି…
Read More...

ପରଲୋକରେ ଓଡିଆ ଅଭିନେତ୍ରୀ ଅନିତା ଦାସ । କଟକ ସେଲଟର ଛକ ବାସଭବନରେ ହୃଦଘାତରେ ଦେହାନ୍ତ । ଓଲିଉଡ ଜଗତରେ ଶୋକର ଛାୟା

କନକ ବ୍ୟୁରୋ: ବିଶିଷ୍ଟ ଅଭିନେତ୍ରୀ ଅନତା ଦାସ ଆଉ ଆମ ଗହଣରେ ନାହାନ୍ତି । କଟକ ସ୍ଥିତ ବାସଭବନରେ ହୃଦରୋଗରେ ଆଜି ତାଙ୍କର ପରଲୋକ ହୋଇଯାଇଛି । ଅନୀତା ଦାସ ଅନେକ ଓଡିଆ ଫିଲ୍ମ, ଧାରାବାହିକ ଓ ଆଲବମରେ ଅଭିନୟ କରିଥିଲେ । ଓଡିଆ ସିନେ ଜଗତରେ ସେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ।…
Read More...

ଗୋପନରେ ବିବାହ କଲେ ନେହା ଧୁପିଆ, ସୋସିଆଲ ମିଡିଆରେ ଫଟୋ ସେୟାର କରି ଫ୍ୟାନମାନଙ୍କୁ କଲେ ଚକିତ ।

ସୋନମଙ୍କ ବିବାହ ଖବର ମଧ୍ୟରେ ଏବେ ଆଉ ଜଣେ ଅଭିନେତ୍ରୀ ଲୁଚାଛପାରେ ବିବାହ କରିନେଇଥିବା ଖବର ସାମ୍ନାକୁ ଆସିଛି । ଆଜ୍ଞା ହଁ, ଅଭିନେତ୍ରୀ ନେହା ଧୁପିଆ ସିକ୍ରେଟ ବିବାହ କରି ଏବେ ସମସ୍ତଙ୍କୁ ଚକିତ କରାଇ ଦେଇଛନ୍ତି । ନେହାଙ୍କ ନାଁ ଚର୍ଚ୍ଚାରେ ଅନେକ ଥର ଅଙ୍ଗଦଙ୍କ ସହ ଯୋଡି ହୋଇଥିଲା ମାତ୍ର…
Read More...

ମହାତ୍ମାଗାନ୍ଧୀଙ୍କ ଉପରେ ଆଧାରିତ ଫିଲ୍ମ ‘ଗାନ୍ଧୀ ମେମୋରୋବିଲିୟା’ର ଟିଜର ରିଲିଜ ।

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବିଚାର ଉପରେ ଆଧାରିତ ଫିଲ୍ମ ‘ଗାନ୍ଧୀ ମେମୋରେବିଲିୟା’ର ଟ୍ରିଜର ରିଲିଜ ହୋଇଛି । ଟ୍ରିଜର ରିଲିଜ ହେବା ପରେ ଫେସବୁକ, ୟୁ-ଟ୍ୟୁବ ଏବଂ ଇନଷ୍ଟାଗ୍ରାମ ସହିତ ସମସ୍ତ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାରେ ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ୬୦ ଲକ୍ଷ…
Read More...

ଦେଶରେ ଆଗରେ, ବିଦେଶରେ ପଛରେ! ଫେଲ୍ ମାରିଲା “ବାହୁବଳୀ”

ଗତବର୍ଷ ଭାରତରେ ଚହଳ ସୃଷ୍ଟି କରିଥିବା ଚଳଚ୍ଚିତ୍ର ‘ବାହୁବଳୀ-୨: ଦ କନ୍‌କ୍ଲୁଜନ୍‌’ ଏବର୍ଷ ଚୀନରେ ମାତ୍ର ଦିନ କେତେଟା ପାଇଁ ନିଜର ଜଲଓ୍ଵା ଦେଖାଇବାରେ ସମର୍ଥ ହୋଇଥିଲା। ତା’ପରେ ଏକଦମ୍‌ ମାନ୍ଦା। ଚଳଚ୍ଚିତ୍ରଟି ରିଲିଜ୍‌ ହେବାର ପ୍ରଥମ ଦିନରେ ହିଁ ୨.୪୩ ମିଲିୟନ୍‌ ଡଲାର ଅର୍ଥାତ ୧୬.୨୪…
Read More...

ବାହା ହେଲେ ବଲିଉଡ୍ ରାଂଝଣା । ସୋନମ୍ କପୁରଙ୍କ ଜୀବନରେ ‘ଆନନ୍ଦ’

କନକ ବ୍ୟୁରୋ: ବାଜିଲା ସୋନମଙ୍କ ଶେହେନାଇ । ମେହନ୍ଦୀ ଓ ସଙ୍ଗୀତ ପରେ ଆଜି ସରିଛି ବାହାଘର । ଆନନ୍ଦ ଆହୁଜାଙ୍କୁ ବିବାହ କରିଛନ୍ତି ଅନୀଲ କପୁରଙ୍କ ଝିଅ ସୋନମ୍ । ଏହାକୁ ନେଇ କପୁର ପରିବାରରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଶ୍ରୀଦେବୀଙ୍କ ଝିଅ ତଥା ସୋନମଙ୍କ ଭଉଣୀ ଜାହ୍ନବୀ ଓ ଖୁସି ମଧ୍ୟ…
Read More...

କ୍ରିକେଟର୍ କେ..ଏଲ୍ ରାହୁଲଙ୍କ ଉପରେ ଯୁବତୀ ଫିଦା ! ଜାଣନ୍ତୁ କିଏ ଏହି ମହିଳା

ଚଳିତ ଆପିଏଲ୍ ସିଜନର ତୃତୀୟ ଦାମୀ କ୍ରିକେଟର ପଂଜାବ ଏକାଦଶ ଟିମ୍ ର କେ.ଏଲ ରାହୁଲଙ୍କ ଚମତ୍କାର ବ୍ୟାଟିଂ ଦେଖି ରାହୁଲଙ୍କ ଫ୍ୟାନ୍ ଫଲୋଅର୍ସ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ମେ ୬ ତାରିଖରେ ରାଜସ୍ଥାନ ରୟାଲ୍ସ ବନାମ ପଂଜାବ ଏକାଦାଶ ମଧ୍ୟରେ ହୋଇଥିବା ମ୍ୟାଚରେ ଆକର୍ଷଣୀୟ ବ୍ୟାଟିଂ କରି ଟିମ୍…
Read More...

ଆଲିଆଙ୍କ ସହ ଡେଟରେ ନଜର ଆସିଲେ ରଣବିର : ପୁଣି କ୍ୟାମେରାରେ କଏଦ ହେଲେ ପ୍ରେମ ପକ୍ଷୀ

ବଲିଉଡରେ ଏବେ ଚହଳ ପକାଇଛି ରଣବିର କପୁର ଓ ଆଲିଆ ଭଟ୍ଟଙ୍କ ଲଭ ଷ୍ଟୋରି । ଶୁଣିବାକୁ ମିଳିଛି, ଏହି ଯୋଡି ଏବେ ପ୍ରେମରେ ପଡିଛନ୍ତି । କ୍ୟାଟ୍ରିନାଙ୍କ ସହ ବ୍ରେକ ଅପ ପରେ, ରଣବୀରଙ୍କର ପାକିସ୍ତାନୀ ଅଭିନେତ୍ରୀ ମାହିରାଙ୍କ ସହ ସମ୍ପର୍କ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । ମାତ୍ର ଏବେ…
Read More...

କେବେ ଆଣ୍ଟି ଡାକି ବିବାଦରେ ଥିଲେ ଏହି ଦୁଇ ନାୟିକା , ଏବେ ବିବାହକୁ ନିମନ୍ତ୍ରଣ କରି ରାଗରୁଷା ଭୁଲାଇବେ କି ?

ଐଶ୍ଚର୍ୟ୍ୟା ରାୟ ଏବଂ ସୋନମ୍ କପୁରଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ସର୍ବଦା ଜାରି ରହିଥାଏ । ଏହି ମଧ୍ୟରେ ସୋନମଙ୍କ ବିବାହରେ ଐଶ୍ଚର୍ୟ୍ୟାଙ୍କର ପହଞ୍ଚିବା ପ୍ରାୟ ଅସମ୍ଭବ । କିନ୍ତୁ ମିଡିଆ ରିପୋର୍ଟ ଅନୁସାରେ ସୋନମ୍ ପୁରୁଣା କଥାକୁ ଭୁଲି ଯାଇ ଐଶ୍ଚର୍ୟ୍ୟାଙ୍କୁ ଫୋନ କରି ବିବାହ ନିମନ୍ତ୍ରଣ…
Read More...