Browsing Category

ମନୋରଞ୍ଜନ

ବିବାଦରେ ଶାହିଦ କପୁରଙ୍କ ଫିଲ୍ମ ! ଲାଗିଲା କାହାଣୀ ଚୋରି କରିବାର ଦୋଷ ।

ଶାହିଦ କପୁରଙ୍କ ଫିଲ୍ମ ‘ବତ୍ତି ଗୁଲ ମିଟର ଚାଲୁ’ର ସୁଟିଂ ପୁଣିଥରେ ଆରମ୍ଭ ହୋଇଯାଇଛି । କିନ୍ତୁ ଫିଲ୍ମର ସମସ୍ୟା ଏବେ ବି ଥମିବାର ନା ନେଉନାହିଁ । ୨୦୧୬ରେ ରିଲିଜ ହୋଇଥିବା ଫିଲ୍ମ ରୁସ୍ତମର ଲେଖକ ବିପୁଲ ରାୱଲ ଫିଲ୍ମ ରାଇଟର୍ସ ଆସୋସିଏସନ ସହିତ ମିଶି ‘ବତ୍ତି ଗୁଲ ମିଟର ଚାଲୁ’ର ନିର୍ଦ୍ଦେଶକ…
Read More...

କମ୍ ବଜେଟରେ ବଡ ସଫଳତା ! ବଲିଉଡର କିଛି ଏଭଳି ସିନେମା ଯାହା ଲୋକଙ୍କ ମନରୁ ବଡ ବଜେଟର ଭ୍ରାନ୍ତ ଧାରଣାକୁ ହଟାଇବାରେ ସଫଳ…

ଦିନ ଥିଲା ବଲିଉଡରେ ବଡ଼ ବଜେଟରେ ଫିଲ୍ମ ନିର୍ମାଣ ହେଲେ କୁହାଯାଉଥିଲା ରୋଜଗାର ମଧ୍ୟ ସେହିଭଳି ହେବ । କିନ୍ତୁ ଏବେ ଏହି ଟ୍ରେଣ୍ଡରେ ପରିବର୍ତ୍ତନ ହୋଇସାରିଛି । ବଳିଦଯାଇଛି ବଲିଉଡର ଗଣିତ । ପ୍ରଥମ ଥର ଏହାକୁ ବଦଳାଇଛନ୍ତି ଧର୍ମା ପ୍ରଡକ୍ସନ ବା କରଣ ଜୋହର । କୁଛ କୁଛ ହୋତା ହୈ,କଭି ଖୁସି କଭି…
Read More...

ସୁରସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଅପମାନ ଦେଲେ ଯୁବକ ! ଟ୍ୱିଟରରେ ଅଶ୍ଲିଳ ଶବ୍ଦ ପ୍ରୟୋଗ କରି ହେଲେ ସମାଲେଚନା ।

ପବିତ୍ର ରମଜାନର ମାସ ଚାଲିଥିବା ବେଳେ ନିଜର ଟ୍ଵିଟର ଆକାଉଣ୍ଟକୁ ଯାଇ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ ସୁରସମ୍ରାଜ୍ଞୀ ଲତା ମଙ୍ଗେସକର୍ । କିନ୍ତୁ ଟ୍ଵିଟରରେ ଜଣେ ବ୍ୟବହାରକାରୀ ତାଙ୍କୁ ଅସମ୍ମାନ କରିଥିବା ଜଣାପଡ଼ିଛି । ସୂଚନା ମୁତାବକ, ଲତା ମଙ୍ଗେସକର୍ ରମଜାନ ଅବସରରେ ନିଜ ଟ୍ଵିଟର…
Read More...

ପ୍ରିନ୍ସ ହ୍ୟାରୀ ଏବଂ ମେଗନଙ୍କ ବିବାହରେ ଯୋଗ ଦେଲେ ପ୍ରିୟଙ୍କା ! ଫଟୋ ହେଲା ଭାଇରାଲ୍ । 

ବେଶ୍ ରାଜକୀୟ ଅନ୍ଦାଜରେ ସମ୍ପନ୍ନ ହୋଇଯାଇଛି ବ୍ରିଟେନ୍ ରାଜକୁମାର ହ୍ୟାରୀ ଏବଂ ମେଗନଙ୍କ ବିବାହ । ପ୍ରଶଂସକ ଏବଂ ଅତିଥିଙ୍କ ଗହଣରେ ଦୁହେଁ ଦୁହିଁଙ୍କୁ ଜନ୍ମ ଜନ୍ମର ସାଥି ରୂପେ ଚୟନ କରିଛନ୍ତି । ଏହି ରାଜକୀୟ ବିବାହରେ ବହୁ ଅଭିନେତା ଅଭିନେତ୍ରୀ ସାମିଲ ହୋଇଥିଲେ ହେଁ ସେଠାକାର ବିଶେଷ…
Read More...

“ବୋଉଲୋ” ପରେ ରେଡିଓ ଚକଲେଟ୍ ୧୦୪ ଏଫ୍ ଏମ୍ ଶ୍ରୋତାଙ୍କୁ ଭେଟି ଦେଲା ଆଉ ଏକ ଗୀତ “ଭୂତ ହୋଇ ଗୋଡେଇବି” ।

ପ୍ରତ୍ୟେକ ସପ୍ତାହରେ ଭିନ୍ନ ସ୍ୱାଦର ଗୀତ ଭେଟି ଦେଉଥିବା ରେଡିଓ ଚକଲେଟ୍ ୧୦୪ ଏଫ୍ ଏମ୍ ପକ୍ଷରୁ ଚଳିତ ସପ୍ତାହରେ ମଧ୍ୟ ଏକ ଜବରଦସ୍ତ ଗୀତ ରିଲିଜ୍ କରାଯାଇଛି । ଏହି ଗୀତର ଟାଇଟେଲ୍ ରହିଛି ଭୂତ । କଣ୍ଠଶିଳ୍ପୀ ତାରିକ୍ ଅଜିଜ୍ ଏବଂ ରୋଜାଲିନଙ୍କ ଆକର୍ଷଣୀୟ ଭଏସ୍ ଏହି ଗୀତକୁ ଆହୁରି ଏଂଟରଟେନିଂ…
Read More...

ଯୋଦ୍ଧା ଚରିତ୍ରରେ ସନ୍ନି ଲିଓନି ! ପ୍ରଥମଥର ପାଇଁ ଏଭଳି ଏକ ରୋଲରେ କରିବେ ଅଭିନୟ ।

ବଲିଉଡ ଅଭିନେତ୍ରୀ ସନ୍ନି ଲିଓନିଙ୍କ ସାଉଥ ଇଣ୍ଡିଆନ ଫିଲ୍ମ ‘ବୀରମାଦେବୀ’ର ପ୍ରଥମ ପୋଷ୍ଟର ରିଲିଜ କରାଯାଇଛି । ସନ୍ନି ନିଜ ଟ୍ୱିଟର ଆକାଉଣ୍ଟରେ ଫିଲ୍ମର ଏହି ଫଟୋକୁ ସେୟାର କରିଛନ୍ତି । ଏହା ସହିତ ସେ ଲେଖିଛନ୍ତି ‘ଏହାକୁ ଆପଣଙ୍କ ସହିତ ସେୟାର କରିବା ପାଇଁ ଅଧିକ ଉତ୍ସୁକ ଥିଲି ।…
Read More...

କାହାର ହେବେ ଆଲିଆ ? ଅଭିନେତା ରଣବୀର ନା ଏହି କୋଟିପତିଙ୍କ ହାତ ଧରିବେ ବଲିଉଡର ଚୂଲବୁଲି ନାୟିକା ଆଲିଆ ଭଟ୍ଟ

ବଲିଉଡର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ଆଲିୟା ଭଟ୍ଟ ଏବେ ରଣବୀର କପୁରଙ୍କୁ ଡେଟ୍‌ କରୁଥିବାର ଖବର ଚର୍ଚ୍ଚାର ବିଷୟ ହୋଇଛି। ଏହା ମଧ୍ୟ ଶୁଣିବାକୁ ମିଳୁଛି କି ଦୁହେଁ ଖୁବ ଶୀଘ୍ର ବିବାହ କରିବେ । ଏକଥାକୁ ଆଲିଆ ବି ଖୋଲାଖୋଲି ସ୍ୱୀକାର କଲେଣି। ଏଇ ନିକଟରେ ଏକ ଟେଲିଭିଜନ୍‌ ସୋ’ରେ ଯେତେବେଳେ…
Read More...

ଚଳଚ୍ଚିତ୍ର ଭଳି ଫେସବୁକରେ ମଧ୍ୟ ରହିଛି ବିଗ୍-ବିଙ୍କ କ୍ରେଜ୍ ! ବିଗ୍ ବିଙ୍କ ପରେ ଏହି ଅଭିନେତା ରହିଛନ୍ତି ଟପ୍-୫…

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଫେସବୁକରେ ଫଲୋ କରାଯାଉଥିବା ଭାରତୀୟ କଳାକାରଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଅଛନ୍ତି । ସ୍କୋର ଟ୍ରେଣ୍ଡସ ଇଣ୍ଡିଆ ଦ୍ୱାରା କରାଯାଇଥିବା ଏହି ସର୍ଭେରେ ଅମିତାଭ ୧୦୦ ଅଙ୍କ ସହିତ ପ୍ରଥମ ସ୍ଥାନରେ ରହିଛନ୍ତି । ଅମିତାଭଙ୍କ ପେଜକୁ ୩ କୋଟି ଲୋକ ଫଲୋ କରୁଥିବା ଏହି…
Read More...

କେମିତି ଝିଅକୁ ବିବାହ କରିବାକୁ ଚାହାନ୍ତି ଭାଇଜାନ୍ ! ସମ୍ପୁର୍ଣ୍ଣ ଖବର ଜାଣିବା ପାଇଁ ପଢନ୍ତୁ ପୁରା ରିପୋର୍ଟ ।

ସଲମାନ ଖାନଙ୍କ ଅପକମିଂ ଫିଲ୍ମ ରେସ୍-୩ର ଟ୍ରେଲର ଇଂଟରନେଟରେ ଧମାଲ ମଚାଇଛି । ୧୫ ଜୁନରେ ରିଲିଜ ହେବାକୁ ଥିବା ଏହି ଫିଲ୍ମର ଟ୍ରେଲର ୟୁଟ୍ୟୁବରେ ପ୍ରଥମ ନମ୍ବରରେ ରହି ଟ୍ରେଣ୍ଡ ପାଲିଟି ଯାଇଛି । ଏହାକୁ ଏବେ ପର୍ୟ୍ୟନ୍ତ ୧କୋଟି ୨ଲକ୍ଷ ଲୋକରୁ ଅଧିକଥର ୟୁଟ୍ୟୁବରେ ଦେଖା ଯାଇସାରିଲାଣି । ଫିଲ୍ମ…
Read More...

ଐଶ୍ କିମ୍ବା ଦିପୁ ନୁହଁ ଏହି ଅଭିନେତ୍ରୀଙ୍କୁ ଫଲୋ କରନ୍ତି ପ୍ରଶଂସକ ! ଧାରାବାହିକର ପ୍ରସିଦ୍ଧ ଚେହେରା ମଧ୍ୟରୁ ଜଣେ…

ଆପଣ ଏବେ ଚିନ୍ତାରେ ପଡିଯିବେଣି ଯେ କିଏ ଏହି ନାୟିକା ଯେ ଦୀପିକା ଏବଂ ଐଶ୍ୱର୍ଯ୍ୟାଙ୍କଠାରୁ ଅଧିକ ଲୋକପ୍ରିୟତା ସାଉଁଟିଛନ୍ତି । ଏହି ସୁନ୍ଦରୀ ନାୟିକା ଜଣକ ଆଉ କେହି ନୁହଁନ୍ତି ଧାରାବାହିକ ଜଗତର ଲୋକପ୍ରିୟ ହିରୋଇନ୍ ଜେନିଫର୍ ୱିଙ୍ଗେଣ୍ଟ । ପ୍ରଥମେ କୁହାଯାଉଥିଲାଯେ ବେପନହା ଆକ୍ଟର ଜେନିଫର…
Read More...