Browsing Category

ମନୋରଞ୍ଜନ

ତନୁଶ୍ରୀ-ନାନା ବିବାଦରେ ନୂଆ ମୋଡ : ଅଭିନେତ୍ରୀଙ୍କୁ ନେଇ ଓକେ ହର୍ଣ୍ଣ ପ୍ଲିଜର ନିର୍ଦ୍ଦେଶକଙ୍କ ଆପତିଜନକ…

ଅଭିନେତା ନାନ ପାଟେକରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣି ବଲିଉଡରେ ଝଡ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ତନୁଶ୍ରୀ ଦତା । ତନୁଶ୍ରୀ କହିଥିଲେ ଯେ, ଫିଲ୍ମ ହର୍ଣ୍ଣ ଓକେ ପ୍ଲିଜର ସୁଟିଂବେଳେ ନାନା ପାଟେକର ତାଙ୍କୁ ଅସଦାଚରଣ କରିଥିଲେ । ସେତେବେଳେ ତାଙ୍କୁ ଉତ୍ସାହିତ କରିଥିଲେ ଫିଲ୍ମର…
Read More...

ରିଆଲିଟି ସୋ ପ୍ରତିଯୋଗୀଙ୍କ ପାଇଁ ଭାବପ୍ରବଣ ସନ୍ଦେଶ ଦେଲେ ସୋନାଲି ବେନ୍ଦ୍ରେ ! କହିଲେ, ହାର୍ ଜିତକୁ ଭ୍ରୁକ୍ଷେପ ନକରି…

ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କିଛି ଦିନ ହେଲା ଖୁବ୍ ଚର୍ଚ୍ଚାରେ ରହିଛନ୍ତି ଏବଂ ଚର୍ଚ୍ଚାର ବିଷୟ ହେଉଛି ତାଙ୍କ ଠାରେ ଦେଖାଦେଇଥିବା କ୍ୟାନସର ରୋଗ । ବର୍ତ୍ତମାନ ସେ ବିଦେଶରେ ଏହି ରୋଗର ଚିକିତ୍ସା କରୁଛନ୍ତି । ଚିକିତ୍ସା କରିବା ସହ ସେ ପ୍ରତିଦିନର ଖବର ମଧ୍ୟ ନିଜ ଟ୍ୱିଟର ଏବଂ…
Read More...

ବିଗବସରେ ବଲିଉଡ଼୍ ଅଭିନେତ୍ରୀ ତନୁଶ୍ରୀଙ୍କୁ ପୁରାଇ ନଦେବାକୁ ଧମକ ଦେଲା ଏମଏନଏସ୍ : କହିଲେ ତନୁଶ୍ରୀଙ୍କୁ ଏଂଟ୍ରି…

ତନୁଶ୍ରୀ ଓ ନାନା ପାଟେକର ବିବାଦ ଭିତରେ ବିଗବସ୍ ସୋକୁ ବଡ ଧମକ ଦେଇଛି ମହାରାଷ୍ଟ୍ର ନବନିର୍ମାଣ ସେନା । ଏମଏନଏସ ପକ୍ଷରୁ ଧମକ ଦେଇ କୁହାଯାଇଛି ତନୁଶ୍ରୀ ବିଗବସରେ ଏଂଟ୍ରି କଲେ ଶୋକୁ ଚାଲିବାକୁ ଦିଆଯିବ ନାହିଁ । ବିଗବସ୍ ସେଟ୍କୁ ଭାଙ୍ଗି ଦିଆଯିବ ବୋଲି ମହାରାଷ୍ଟ୍ର ନବନିର୍ମାଣ ସେନା ଧମକ…
Read More...

ବଲିଉଡରେ ଉଠିଲା ଝଡ ! ଅସଦାଚରଣ ଅଭିଯୋଗକୁ ନେଇ ତନୁଶ୍ରୀଙ୍କୁ ଲିଗାଲ୍ ନୋଟିସ୍ ପଠାଇଲେ ନାନା ପାଟେକର ।

ଅଭିଯୋଗକୁ ଖଣ୍ଡନ କରିବା ସହ ତନୁଶ୍ରୀଙ୍କୁ ଲିଗାଲ ନୋଟିସ ଦେଇଛନ୍ତି ନାନା ପାଟେକର । ଅନ୍ୟପଟେ ଲିଗାଲ ନୋଟିସ ନେଇ ପ୍ରତିକ୍ରିୟା ରଖିଛନ୍ତି ତନୁଶ୍ରୀ । କହିଛନ୍ତି ହାରସମେଣ୍ଟ, ହ୍ୟୁମିଲିଏସନ ଓ ଅନ୍ୟାୟ ବିରୋଧରେ ସ୍ୱର ଉଠାଇବାରୁ ତାଙ୍କୁ ମୂଲ୍ୟ ଦେବାକୁ ପଡିଛି । ଏଇ କିଛି ଦିନ ହେବ ତାଙ୍କ…
Read More...

ଭଜନ ସମ୍ରାଟ ଏବଂ କମ୍ ବୟସ୍କା ପ୍ରେମିକାଙ୍କ ସମ୍ପର୍କକୁ ଲାଗିଲା ନଜର! କହିଲେ ଆଜିଠାରୁ ଶେଷ ହେଲା ଆମ ସଂପର୍କ ।

ଟିଭିର ବିବାଦୀୟ ଶୋ’ ବିଗ ବସ-୧୨ ଏବେ ନୂଆ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳିଛି । ଶୋ’ର ବହୁ ଚର୍ଚ୍ଚାରେ ଥିବା ଅନୁପ ଜଲୋଟା ଏବଂ ଜସଲିନ ମଥାରୁଙ୍କ ଯୋଡିକୁ ଏବେ ସତେ କାହାର ନଜର ଲାଗିଯାଇଛି । ସିଜିନ ଆରମ୍ଭରୁ ଏପର‌୍ୟ୍ୟନ୍ତ ଦୁହିଁଙ୍କୁ ହସି ଖେଳୁଥିବାର ଦେଖିବାକୁ ମିଳିଥିବା ବେଳେ ଦର୍ଶକ ମଧ୍ୟ…
Read More...

ରେଡିଓ ଚକଲେଟ୍ ଷ୍ଟୁଡିଓରେ ଗାନ୍ଧିଜୀ ! ଶ୍ରୋତାଙ୍କ ପାଇଁ ରେଡିଓ ଚକଲେଟ୍ ଭେଟି ଦେଇଛି ଏକ ଭିନ୍ନ କାର୍ଯ୍ୟକ୍ରମ ‘ବାପୁ…

କନକ ବ୍ୟୁରୋ: ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀର ମହାପର୍ବକୁ ଓଡିଶାର ନମ୍ବର ୱାନ୍ ରେଡିଓ ଚକଲେଟ୍ ୧୦୪ ଏଫଏମ୍ ଏକ ନିଆରା ଢଙ୍ଗରେ ପାଳନ କରିଛି । ଗାନ୍ଧୀଙ୍କ ଜୀବନର ଅନେକ ଅଜଣା କଥାକୁ ଶ୍ରୋତାଙ୍କ ପାଖରେ ପହଞ୍ଚାଇ ଦେବାପାଇଁ ରେଡିଓ ଚକଲେଟ୍ କରିଛି ଏକ ନିଆରା ପ୍ରୟାସ । ଏକ…
Read More...

ଲୋକଙ୍କୁ ମିଛ କହି ଭୁଆଁ ବୁଲାଉଛି ବିଗବସ୍ ! ସାମ୍ନାକୁ ଆସିଲା ବିଗବସ୍ ଘରେ ଥିବା ଆଉ ଜଣେ ପ୍ରତିଯୋଗୀଙ୍କ ମିଛ ।

ଆରମ୍ଭ ହେବା ପରଠାରୁ ହିଁ ବିଭିନ୍ନ ପ୍ରକାରର ବିବାଦରେ ଛନ୍ଦି ହୋଇ ପଡ଼ିଛି ଭାରତର ସବୁଠାରୁ ବଡ଼ ରିୟାଲିଟି ସୋ’ ବିଗ୍ ବସ୍ । ଆରମ୍ଭରୁ ହିଁ ଏହି ସୋ’ ଏହାର ଦର୍ଶକମାନଙ୍କୁ ଧୋକା ଦେଇ ଆସୁଥିବା ଦେଖା ଯାଇଥିବା ବେଳେ ଏବେ ଆଉ ଏକ ଖବର ପୁଣି ଏହି ସୋ’କୁ ବିବାଦକୁ ଟାଣିଛି । ଆଗରୁ ହାସ୍ୟ…
Read More...

ପରଲୋକରେ କ୍ରୀଷ୍ଣା କପୁର ! ପରିବାର ସମେତ ବଲିଉଡ୍ ମଧ୍ୟ ଜଣାଇଲା ଦୁଃଖ ।

ହିନ୍ଦୀ ସିନେ ଜଗତର ପ୍ରଥମ ସୋ’ ମ୍ୟାନ୍ ରାଜ୍ କପୁରଙ୍କ ପତ୍ନୀ କ୍ରୀଷ୍ଣା ରାଜ କପୁରଙ୍କର ଆଜି ସକାଳେ ମୁମ୍ବାଇଠାରେ ପରଲୋକ ହୋଇ ଯାଇଛି। ସେ ଭୋର ୪ଟା ସମୟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା କୁହାଯାଉଛି ।ତାଙ୍କର ପରଲୋକ ଖବର ପ୍ରଥମେ ଜଣାଶୁଣା ଅଭିନେତ୍ରୀ ରବିନା ଟଣ୍ଡନ୍ ନିଜର ଟ୍ୟୁଟର…
Read More...

ଅସୁସ୍ଥ ହେଲେ ଅଭିନେତା ଋଷି କପୁର ! ଚିକିତ୍ସା ପାଇଁ ଗଲେ ଆମେରିକା ।

ବଲିଉଡର ବରିଷ୍ଠ ଅଭିନେତା ଋଷି କପୁର୍ ଏବେ ନିଜ କାମରୁ ଛୁଟି ନେଇ କିଛି ଦିନଲାଗି ଆମେରିକା ଯାଇଥିବା କଥା ଜଣାପଡ଼ିଛି । ସେ ସେଠାରେ ଚିକିତ୍ସିତ ହେବାପାଇଁ ଯାଉଥିବାର ସୂଚନା ଦେଇଛନ୍ତି ନିଜର ଟ୍ୟୁଟରରେ। ସେଗତ ୪୫ ବର୍ଷ ଧରି ଅଭିନୟ କ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏଣୁ ତାଙ୍କପାଇଁ ବ୍ୟସ୍ତ…
Read More...

ରାସ୍ତାରେ ଗୀତ ଗାଇଲେ ଏହି ଫେମସ୍ ପପ୍ ଗାୟକ ! ହେଲେ କାହିଁକି ଆସନ୍ତୁ ଜାଣିବା ।

ନିଜ ଗୀତରେ କୋଟି କୋଟି ଲୋକଙ୍କ ହୃଦୟ ଜିତୁଥିବା ଗାୟକ ଜଷ୍ଟିନ ବିବର କିଛି ଦିନ ହେବ ଖାସ କାରଣ ଯୋଗୁଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବିଗତ ଦିନରେ ଆମେରିକାର ପ୍ରସିଦ୍ଧ ମଡେଲ ହେଲି ବାଲ୍ଡବିନଙ୍କୁ ବିବାହ କରିବା ଖବରକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି । ପୁଣିଥରେ ସେ ତାଙ୍କ ଭାବି…
Read More...