Browsing Category

ମନୋରଞ୍ଜନ

ଦଶହରା ବଜାରରେ ଚହଳ ସୃଷ୍ଟି କରିବା ପାଇଁ ଆଜି ରିଲିଜ ହେଉଛି ଓଡିଆ ସିନେମା ‘ଶ୍ରୀମାନ୍ ସୁରଦାସ’ଏବଂ ‘ପ୍ରେମ କୁମାର୍’

କନକ ବ୍ୟୁରୋ : ଆଜି ତରଙ୍ଗ ସିନେ ପ୍ରଡ଼କସନ୍ସ ବ୍ୟାନରରେ ନିର୍ମିତ ଦୁଇଟି ଓଡ଼ିଆ ସିନେମା ରିଲିଜ୍ ହେଉଛି । ଏ ଦୁଇଟି ସିନେମା ହେଲା ଶ୍ରୀମାନ୍ ସୁରଦାସ ଏବଂ ‘ପ୍ରେମ କୁମାର୍’ । ଏଥିଭିତରୁ ଶ୍ରୀମାନ୍ ସୁରଦାସ ୧୪ ତାରିଖରେ ରିଲିଜ୍ ହେବାର ସ୍ଥିର କରାଯାଇଥିଲା। ହେଲେ ତିତଲିର ପ୍ରଭାବ ଯୋଗୁଁ…
Read More...

ମି ଠୁ କ୍ୟାମ୍ପେନକୁ ନେଇ ବଲିଉଡରେ ହଇଚଇ : ନନ୍ଦିତା ଦାସଙ୍କ ସହ ୧୧ ନିର୍ଦ୍ଦେଶିକା ଯୌନ ଉତ୍ପୀଡନ ନିର୍ଦ୍ଦେଶକ ସହ…

ମି ଠୁ କ୍ୟାମ୍ପେନ ପ୍ରକ୍ରିୟା ପରେ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି । ୧୧ ଜଣ ମହିଳା ନିର୍ଦ୍ଦେଶକ ମିଳିତ ସ୍ୱରରେ ସ୍ୱର ଉତ୍ତୋଳନ କରିଛନ୍ତି । ବିଲଉଡର ବଡ ବଡ ହସ୍ତୀଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆସିଛି । ୧୧ ଜଣ ମହିଳା ନିର୍ଦ୍ଦେଶକ ଏଭଳି ଅଭିଯୋଗ ଆସିଥିବା କଳାକାରଙ୍କ ସହ କାମ…
Read More...

ପ୍ରଥମଥର ପାଇଁ ପୁରୁଷ ବଦଳରେ ମହିଳାଙ୍କ ଉପରେ ଲାଗିଲା ମି’ଠୁ ଅଭିଯୋଗ ! ଅଭିନେତା ଅଧ୍ୟୟନ ସୁମନ ଏହି ଲୋକପ୍ରିୟ…

ବଲିଉଡରେ ଏବେ ମି ଠୁ ହଟ ଟପିକ ଭାବରେ ଆଲୋଚନାରେ ଅଛି । ଏବେ ସମସ୍ତେ ଏହି ଟପିକ ଉପରେ ଆଲୋଚନା କରୁଛନ୍ତି । ଯେଉଁମାନେ ଦର୍ଶକଙ୍କ ହୃଦୟରେ ଏକ ସୁନ୍ଦର ସ୍ଥାନ ତିଆରି କରି ପାରିଥିଲେ ସେମାନଙ୍କ ସମ୍ମାନ ଆଜି ବଜାରରେ ବିକ୍ରି ହେବାଭଳି ମନେ ହେଉଛି । କାରଣ ସେମାନଙ୍କ କଳା କାରନାମାର କାହାଣୀ…
Read More...

ବିବାହ ବନ୍ଧନରେ ଆବଦ୍ଧ ହେଲେ ବିଗ୍ ବସ୍ ସିଜନ୍ -୯ ର ଏହି ଦୁଇ ପ୍ରତିଯୋଗୀ ! ସେଟରୁ ଆରମ୍ଭ ହୋଇଥିଲା ପ୍ରେମ ।

କୁହାଯାଏ ଭଗବାନ ଉପରୁ ହିଁ ଯୋଡି କରି ପଠାଇଥାନ୍ତି । ଆଜି ଆମ ପାଖରେ ଏପରି ଏକ ଉଦାହରଣ ଅଛି ଯିଏ ଏହି କଥାକୁ ସତ ପ୍ରମାଣିତ କରିଛନ୍ତି । ଆପଣ ଜଣିପାରୁଥିବେ ଆମେ କାହା କଥା କହୁଛୁ । ଆଜ୍ଞା ହଁ, ଆମେ ଚର୍ଚ୍ଚା କରୁଛୁ ଟିଭି ଦୁନିଆର ଚର୍ଚ୍ଚିତ ଯୋଡି ପ୍ରିନ୍ସ ନରୁଲା ଏବଂ ୟୁଭିକା ଚୌଧରୀଙ୍କ…
Read More...

ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରେମ ଆନନ୍ଦଙ୍କୁ ମର୍ଯ୍ୟାଦାଜନକ ପୁରସ୍କାର ! ଓଡ଼ିଶା ଏକ୍ସଲେନ୍ସି…

ତାଙ୍କ ଦ୍ୱାରା ତିଆରି ହୋଇଛି ଅନେକ ସଙ୍ଗୀତ । ଏପରି ଗୀତ ଯାହା ଶୁଣିଲେ ଲୋକମାନେ ମୁଗ୍ଧ ହୋଇ ଉଠିଥାନ୍ତି । ସେ ଆଉ କେହି ନୁହନ୍ତି ଓଡିଆ ଜଗତର ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ।ସଂଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କୁ…
Read More...

ଘନେଇଲା #MeToo ବିବାଦ : ମହାନାୟକ ଅମିତାଭ ବଚ୍ଚନଙ୍କୁ ମିଳିଲା ଚେତାବନୀ-ଖୁବ୍ ଶୀଘ୍ର ସାମନାକୁ ଆସିବ ଆପଣଙ୍କ ଭୟଙ୍କର…

ଭାରତରେ #MeToo ଅଭିଯାନ ଆରମ୍ଭ ହେବା ପରଠାରୁ ବଲିଉଡ୍ ର ଅନେକ ବଡ ବଡ ନାମ ଯୈାନ ଉତ୍ପୀଡନ ଅଭିଯୋଗରେ ଘେରି ହୋଇସାରିଲାଣି । ସେମାନଙ୍କ ମଧ୍ୟରୁ ବିକାଶ ବେହେଲ, ନାନା ପାଟେକର, ଅନୁ ମଲିକ ଠାରୁ ଆରମ୍ଭ କରି କୈଲାଶ ଖେର୍ ପର୍ଯ୍ୟନ୍ତ ସାମିଲ ଅଛନ୍ତି । ଏବେ ଏହି ମାମଲାରେ ସମସ୍ତଙ୍କୁ ଚକିତ କରି…
Read More...

#metoo ଜାଲରେ ଫସିଲେ ସାଜିଦ୍ ଖାନ୍ ! ୩ ଜଣ ମହିଳା ଆଣିଲେ ଅଭିଯୋଗ ।

ବଲିଉଡ୍‌ ଶିଳ୍ପ ଉପରେ ମି ଠୁ ଚଡ଼କ ପଡ଼ିଥିବା ବେଳେ ପ୍ରତ୍ୟେକ ଦିନ ନୂଆ ଘଟଣା ଦେଖିବାକୁ ମିଳୁଛି। ସଦ୍ୟ ଘଟଣାକ୍ରମେ ନିର୍ଦ୍ଦେଶକ ସାଜିଦ୍‌ ଖାନ୍‌ଙ୍କ ବିରୋଧରେ ଏକାବେଳକେ ୩ଟି ଯୌନ ନିର‌୍ୟାତନା ଅଭିଯୋଗ ଆସିଛି। ଅଭିନେତ୍ରୀ ସଲୋନି ଚୋପ୍ରା ଏବଂ ରାଚେଲ୍‌ ହ୍ବାଇଟ୍‌ ଓ ଜଣେ ସାମ୍ବାଦିକା…
Read More...

ବଲିଉଡରେ ପୁଣି ଉଠିଲା ‘ମି ଠୁ’ ଅଭିଯାନର ଝଡ ! ପ୍ରସିଦ୍ଧ ଗାୟକ ଅନୁ ମଲ୍ଲିକଙ୍କ ଉପରେ ଆରୋପ ଲଗାଇଲେ ଗାୟିକା ସୋନା…

ବଲିଉଡ୍ ଶିଳ୍ପରେ ଏବେ ‘ମି ଠୁ’ ଚଡ଼କ ପଡ଼ିଛି। ଜଣକ ପରେ ଜଣେ ସେଲିବ୍ରିଟିଙ୍କ ଅସଲ ଚେହେରା ଏହି ମି ଠୁ ଅଭିଯାନ ଦ୍ବାରା ପଦାରେ ପଡ଼ିବାରେ ଲାଗିଛି। ଅଭିନେତା ଠାରୁ ଆରମ୍ଭକରି ଚଳଚ୍ଚିତ୍ର ନିର୍ଦ୍ଦେଶକ ଏବଂ ନିର୍ମାତାଙ୍କ ପର‌୍ୟ୍ୟନ୍ତ କେହି ବି ଏହି ଅଭିଯାନରୁ ନିସ୍ତାର ପାଉନାହାନ୍ତି। ନାନା…
Read More...

କାହିଁକି ଚଳିତ ବର୍ଷ ଧୁମଧାନମରେ ଜନ୍ମଦିନ ପାଳନ କଲେନି ବିଗ୍ ବି ? ଜାଣିବା ପାଇଁ ପଢନ୍ତୁ ପୁରା ଖବର ।

ବଲିଉଡର ଶେହେନଶାହା ଅମିତାଭ ବଚ୍ଚନ ଆଜି ୭୬ବର୍ଷ ବୟସରେ ପାଦ ଦେଇଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ଘର ବାହାରେ ତାଙ୍କ ପ୍ରଶଂସକ ଭିଡ଼ ଜମିଥିବା ଦେଖା ଯାଇଥିଲା । ଅନେକ ମାତ୍ରାରେ ପ୍ରଶଂସକମାନେ ବିଗ୍ ବିଙ୍କ ଘର ବାହାରକୁ ଆସି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ବେଳେ ଜଣେ ପ୍ରଶଂସକ…
Read More...

‘ମି ଠୁ’ ଅଭିଯାନ ନେଇ ବଲିଉଡରେ ଝଡ ! ଗାୟକ କୈଳାସ ଖେରଙ୍କ ବିରୋଧରେ  ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଗାୟିକା ସୋନା…

‘ମି ଠୁ’ ଅଭିଯାନ ଏବେ ବଲିଉଡ୍ରେ ଝଡ଼ ସୃଷ୍ଟି କରିଛି। ଜଣେ ପରେ ଜଣେ ସେଲିବ୍ରିଟିଙ୍କ ବିରୋଧରେ ଚାଞ୍ଚଲ୍ୟକର ଯୌନ ଉତ୍ପୀଡ଼ନ ଅଭିଯୋଗ ସବୁ ମହଲରେ ହଇଚଇ ସୃଷ୍ଟି କଲାଣି। ଆଜି ଜଣାଶୁଣା ଗାୟିକା ସୋନା ମହାପାତ୍ର ବି ଏଥିରେ ସାମିଲ ହୋଇଛନ୍ତି। ସେ ସଂଗୀତଜ୍ଞ କୈଳାସ ଖେରଙ୍କ ବିେରାଧରେ ଯୌନ…
Read More...