Browsing Category

ମନୋରଞ୍ଜନ

ବିବାଦ ପରେ ମିଳିଲା ଗ୍ରୀନ ସିଗନାଲ : ପିଏମ ନରେନ୍ଦ୍ର ମୋଦି ଫିଲ୍ମକୁ ସେନ୍ସର ବୋର୍ଡର ୟୁ ସାର୍ଟିଫିକେଟ । ଆସନ୍ତାକାଲି…

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ଫିଲ୍ମ ପିଏମ ନରେନ୍ଦ୍ର ମୋଦିଙ୍କୁ ସେଂସର ବୋର୍ଡ ୟୁ ସାର୍ଟିଫିକେଟ ଦେଇଛି । ୨ ଘଂଟା ୧୦ ମିନିଟ ୫୩ ସେକେଣ୍ଡ ଅବଧିର ଏହି ଫିଲ୍ମଟି ଆସନ୍ତାକାଲି ସାରାଦେଶରେ ରିଲିଜ୍ ହେବ । ନିର୍ବାଚନ ଥିବାରୁ ଏହି ଫିଲ୍ମକୁ ନେଇ ବିବାଦ ସୃଷ୍ଟି…
Read More...

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଉର୍ମିଲା ମାତୋଣ୍ଡକରଙ୍କ ଖଞ୍ଜଣୀ ବଜାଉଥିବା ଫଟୋ ! ଟ୍ରୋଲ୍ କଲେ ୟୁଜର୍ସ କହିଲେ, ଆଉ…

ମୁମ୍ବାଇର ନର୍ଥ ଆସନରୁ କଂଗ୍ରେସ ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ବଲିଉଡ୍ ଅଭିନେତ୍ରୀ ଊର୍ମିଳା ମାତୋଣ୍ଡକର । କଂଗ୍ରେସରେ ସାମିଲ ହେବା ପରେ ତାଙ୍କର ଏଭଳି ପଦକ୍ଷେପକୁ ଅଧାରୁ ଅଧିକ ଲୋକ ନାପସନ୍ଦ କରିଥିବା ଦେଖା ଯାଇଥିଲା । କିଛି ଦିନ ତଳେ ଅନ୍ୟକୁ ପଚାରି ପଚାରି ଭାଷଣ ଦେଉଥିବାରୁ ଲୋକେ…
Read More...

ବଲିଉଡ କିଙ୍ଗ ଖାନଙ୍କୁ ଡକ୍ଟରେଟ ଉପାଧି : ଲଣ୍ଡନର ଲ’ ୟୁନିର୍ଭସିଟି ପକ୍ଷରୁ ଶାହାରୁଖ ସମ୍ମାନିତ

ବଲିଉଡ କିଙ୍ଗ ଖାନ ଶାହାରୁଖଙ୍କୁ ଡକ୍ଟରେଟ ଉପାଧି । ଲଣ୍ଡନର ଲ’ ୟୁନିର୍ଭସିଟି ତରଫରୁ ଶାହାରୁଖ ଖାନଙ୍କୁ ଡକ୍ଟରେଟ ଉପାଧି ଦେଇ ସମ୍ମାନିତ କରାଯାଇଛି । ଶାହାରୁଖଙ୍କୁ ଏହି ଉପାଧି ଫିଲାନଥ୍ରୋପି ବିଷୟରେ ଦିଆଯାଇଛି । ଗୁରୁବାର ଲ’ ୟୁନିର୍ଭସିଟି-ଅଫ-ଲଣ୍ଡନରେ ଆୟୋଜିତ କାର୍ଯ୍ୟକ୍ରମରେ…
Read More...

ବହୁ ପ୍ରତିକ୍ଷିତ ପିଏମ୍ ମୋଦି ସିନେମା ରିଲିଜ୍ : ୮ ତାରିଖରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ନିର୍ବାଚନ ପୂର୍ବରୁ ରିଲିଜ୍ ହେବ ନା ନାହିଁ ସେ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ସୁପ୍ରିମକୋର୍ଟ। ଏହି ବାୟୋପିକର ରିଲିଜ୍ ଉପରେ ରହିତାଦେଶ ଜାରି କରିବା ପାଇଁ ଆଗତ ଏକ ଯାଚିକାକୁ ସୁପ୍ରିମକୋର୍ଟ ବିଚାର ପାଇଁ ଗ୍ରହଣ କରିବା ସହ ଆସନ୍ତା ୮…
Read More...

ପରଦାକୁ ଆସିଲା ଚଳଚ୍ଚିତ୍ର ବିଜୁ ବାବୁ : ମୁଖ୍ୟ ଭୂମିକାରେ ନଜର ଆସିଲେ ଅନୁଭବ ଓ ସୁପ୍ରିୟା । ପ୍ରଯୋଜନା ଦେଲେ ବଲିଉଡ୍…

କନକ ବ୍ୟୁରୋ : ପରଦାକୁ ଆସିଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ବିଜୁ ବାବୁ’ । ସିନେମାରେ ନାୟକ ଭାବେ ନଜର ଆସିଛନ୍ତି ଓଲିଉଡ୍ ସୁପରଷ୍ଟାର୍ ଅନୁଭବ ମହାନ୍ତି । ଆଉ ତାଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିଛନ୍ତି ଗର୍ଜିଅସ୍ ବିୟୁଟି ସୁପ୍ରିୟା ନାୟକ । ଏହି ଫିଲ୍ମଟି ପ୍ରଖ୍ୟାତ ବଲିଉଡ୍ ଫିଲ୍ମ…
Read More...

ପିଏମ୍ ନରେନ୍ଦ୍ର ମୋଦି ପରେ ବିଏସପି ସୁପ୍ରିମୋ ମାୟାବତୀଙ୍କୁ ନେଇ ନିର୍ମାଣ ହେବ ସିନେମା ! ମୁଖ୍ୟ ଭୁମିକାରେ ନଜର…

ଲୋକସଭା ନିର୍ବାଚନକୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହି ରହିଥିବା ବେଳେ ବଲିଉଡରେ ବାୟୋପିକର ଧାରା ଜାରି ରହିଛି । ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଶିବସେନାର ଦିବଂଗତ ନେତା ବାଲ୍ ଠାକରେଙ୍କ ପରେ ଏବେ ବହୁଜନ…
Read More...

ଫ୍ରାଇଡେ ରିଲିଜ୍ : ପରଦାକୁ ଆସୁଛି ଅନୁଭବଙ୍କ ‘ବିଜୁ ବାବୁ’ । ଫିଲ୍ମକୁ ନେଇ ଦର୍ଶକ ମଧ୍ୟରେ ଉତ୍କଣ୍ଠା

କନକ ବ୍ୟୁରୋ : ଆଜି ପରଦାକୁ ଆସିବ ଓଲିଉଡର ଚର୍ଚ୍ଚିତ ଫିଲ୍ମ ବିଜୁବାବୁ । ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ମୁଖ୍ୟ ନାୟକ ଅଛନ୍ତି ଅନୁଭବ ମହାନ୍ତି । ମୋଟ ୯୦ରୁ ଅଧିକ ସିନେମା ହଲରେ ଫିଲ୍ମଟି ରିଲିଜ୍ ହେଉଥିବା ସୂଚନା ମିଳିଛି । ସିନେମାରେ ଅନୁଭବ ମହାନ୍ତିଙ୍କ ଚରିତ୍ର ବିଜୁ…
Read More...

୧୦୧ କୋଟି ଟଙ୍କାର ମାଲିକାଣି ହେଉଛନ୍ତିି ବିଜେପି ସାଂସଦ ହେମାମାଳିନୀ ! ୫ ବର୍ଷରେ ବଢିଛି ୩୪ କୋଟି ଟଙ୍କାର ସମ୍ପତ୍ତି…

ବିଜେପି ସାଂସଦ ପ୍ରାର୍ଥୀ ତଥା ଡ୍ରିମଗାର୍ଲ ହେମାମାଳିନୀଙ୍କ ସମ୍ପତି ୫ ବର୍ଷରେ ବଢ଼ିଛି ୩୪.୩୬ କୋଟି ଟଙ୍କା । ଏଥିସହ ହେମା ସର୍ବମୋଟ୍ ୧୦୧ କୋଟି ଟଙ୍କା ସମ୍ପତିର ମାଲିକାଣି ହୋଇଛନ୍ତି । ଏହି ସମ୍ପତି ଭିତରେ ରହିଛି ବଙ୍ଗଳା, ଅଳଙ୍କାର, ନଗଦ ଟଙ୍କା, ସେୟାର ଓ ବ୍ୟାଙ୍କ ଜମା ରାଶି ।…
Read More...

‘ପିଏମ୍ ନରେନ୍ଦ୍ର ମୋଦି’ ସିନେମାର ଚାରି ନିର୍ମାତାଙ୍କୁ ନିର୍ବାଚନ ଆୟୋଗ ପଠାଇଲେ ନୋଟିସ୍ ! ସିନେମା ଉପରେ ସ୍ୱର…

ବୁଧବାର ନିର୍ବାଚନ ଆୟୋଗ ‘ପିଏମ୍ ନରେନ୍ଦ୍ର ମୋଦି’ ସିନେମାର ୪ ନିର୍ମାତାଙ୍କୁ ନୋଟିସ୍ ପଠାଇଛନ୍ତି । ନିର୍ବାଚନ ଆୟୋଗ ଏହି ନୋଟିସ୍ କଂଗ୍ରେସ ଏବଂ ସିପିଆଇର ଅଭିଯୋଗ ପରେ ନିର୍ମାତାଙ୍କୁ ପଠାଇଛନ୍ତି । କଂଗ୍ରେସ ଏବଂ ସିପିଏମ୍ ଅଭିଯୋଗରେ କହିଥିଲେ ଯେ ଏହି ସିନେମା ରାଜନୈତିକ ପରିସ୍ଥିତିକୁ…
Read More...

ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ଆଉ ଜଣେ ଅଭିନେତ୍ରୀ ! କଂଗ୍ରେସ ଟିକେଟରେ ଲଢିପାରନ୍ତି ନିର୍ବାଚନ ।

ବଲିଉଡ ତାରକାମାନଙ୍କୁ ସବୁ ରାଜନୈତିକ ଦଳ ଟିକେଟ୍ ଦେବା ପାଇଁ ଆଗ୍ରହ ଦେଖାଇଥାଆନ୍ତି। ଏହି କ୍ରମରେ ବଲିଉଡର ଛମ୍ମା ଛମ୍ମା’ ଗାର୍ଲ ଉର୍ମିଳା ମାତୋଣ୍ଡକରଙ୍କୁ କଂଗ୍ରେସ ମୁମ୍ବାଇରୁ ଟିକେଟ୍ ଦେବ ବୋଲି ଚର୍ଚ୍ଚା ହେଉଛି। କୁହାଯାଉଛି କଂଗ୍ରେସ ଟିକେଟରେ ଉର୍ମିଳା ମୁମ୍ବାଇ ନର୍ଥ ଆସନରୁ…
Read More...