Browsing Category

ମନୋରଞ୍ଜନ

ସାଂସଦଙ୍କ ଗ୍ରାଣ୍ଡ ରିସେପ୍ସନ୍ ! ଆଜି କଲିକତାରେ ଆୟୋଜନ ହେବ ମହିଳା ସାଂସଦ ନୁସରତ୍ ଜହାଁଙ୍କ ଗ୍ରାଣ୍ଡ ରିସେପ୍ସନ୍

ବଙ୍ଗାଳୀ ଅଭିନେତ୍ରୀ ତଥା ଲୋକସଭା ନିର୍ବାଚନରେ ବିଜୟ ଲାଭ କରିଥିବା ମହିଳା ସାଂସଦ ନୁସରତ୍ ଜହାଁ ଗତମାସରେ ତୁର୍କୀରେ ନିଜ ପୁରୁଷବନ୍ଧୁ ନିଖିଲ୍ ଜୈନଙ୍କ ସହ ବିବାହ କରିଥିଲେ । ଆଜି ନୁସରତ୍ କୋଲକାତାରେ ବିବାହର ଗ୍ରାଣ୍ଡ ରିସେପ୍ସନ୍ ଦେବାକୁ ଯାଉଛନ୍ତି । ଏହି ରିସେପ୍ସନ୍ ରେ ସିନେ…
Read More...

ସଲମାନଙ୍କୁ ଅଦାଲତରୁ ବଡ ଝଟକା ! କୃଷ୍ଣସାର ମୃଗ ଶିକାର ଘଟଣାରେ କୋର୍ଟରେ ହାଜିର ନହେଲେ ଜାମିନ୍ ହେବ ଖାରଜ

କୃଷ୍ଣସାର ମୃଗ ଶିକାର ଘଟଣାରେ ସିନେତାରକା ସଲମାନ୍ ଖାନ୍ ଙ୍କୁ ଗୁରୁବାର କୋର୍ଟରୁ ବଡ ଝଟକା ମିଳିଚି । ଜୁଲାଇ ୪ ତାରିଖରେ ସଲମାନ୍ ଙ୍କୁ କୋର୍ଟରେ ହାଜିର ହେବାକୁ କୁହାଯାଇଛି । କିନ୍ତୁ ତାଙ୍କ ଓକିଲ ହାଜିର ନ ହେବା ପାଇଁ କ୍ଷମା ଯାଚିକା ଦେବା ବେଳେ କୋର୍ଟ ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି ।…
Read More...

ପୁଣି କ୍ରିକେଟରଙ୍କ ପ୍ରେମରେ ବଲିଉଡ୍ ଅଭିନେତ୍ରୀ ! ସୁନୀଲ୍ ସେଟ୍ଟୀଙ୍କ ଝିଅ ଆଥିୟାଙ୍କ ପ୍ରେମରେ ଏହି କ୍ରିକେଟ୍…

ବଲିଉଡ୍ ଅଭିନେତ୍ରୀ ତଥା ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ଏବେ ନିଜ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଭାରତୀୟ କ୍ରିକେଟର କେ.ଏଲ. ରାହୁଲଙ୍କୁ ଆଥିଆ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହେବା ସହ ଦୁହେଁ ପ୍ରେମ ସଂପର୍କରେ ଥିବା ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ, ପୂର୍ବରୁ…
Read More...

ସିନେମା ‘କବୀର ସିଂହ’ କୁ ନେଇ ମୁମ୍ବାଇରେ କେସ୍ କଲେ ଡାକ୍ତର ! ସିନେମାକୁ ପ୍ରେକ୍ଷାଳୟରେ ରୋକିବା ପାଇଁ କଲେ ଦାବି ।

ଶାହିଦ୍ କପୁରଙ୍କ ଅଭିନିତ ସିନେମା ‘କବୀର ସିଂହ’ ଯେବେଠାରୁ ରିଲିଜ୍ ହୋଇଛି ସିନେ ସମୀକ୍ଷକଙ୍କ ଠାରୁ ଆରମ୍ଭ କରି ଦର୍ଶକଙ୍କ ପର୍ଯ୍ୟନ୍ତ ଏହି ସିନେମାରେ ସାହିଦ୍ କପୁରଙ୍କ ଚରିତ୍ର ଏବଂ ସିନେମାରେ ଦର୍ଶାଯାଇଥିବା ଜୀବନଶୈଳୀକୁ ସମସ୍ତେ ଆଲୋଚନା କରିଛନ୍ତି । ମହିଳାଙ୍କ ଉପରକୁ ହାତ ଉଠାଇବା,ଚାକୁ…
Read More...

ଇଣ୍ଟରନେଟରେ ଲିକ୍ ହେଲା ସିନେମା ‘କବୀର ସିଂହ’ ! ସିନେମାକୁ ହୋଇପାରେ ବଡ କ୍ଷତି ।

ସାହିଦ୍ କପୁର ଓ କିୟାରା ଆଡଭାନୀ ଷ୍ଟାରର ‘କବୀର ସିଂହ’ ରିଲିଜ ହୋଇସାରିଛି। ଏଥିରେ ଦର୍ଶକ ସାହିଦ୍ କପୁରଙ୍କ ଅଭିନୟକୁ ବି ବେଶ୍ ପ୍ରଶଂସା କରୁଛନ୍ତି। ଓପନିଂ ଡେରେ ସିନେମା ଜବରଦସ୍ତ ବ୍ୟବସାୟ କରିବାରେ ଲାଗିଛି। ଏହି କ୍ରମରେ ସିନେମାକୁ ନେଇ ଏକ ଖବର ଆସିଛି କି ଜୁନ୍ ୨୧ରେ ରିଲିଜ ହୋଇଥିବା…
Read More...

ବଲିଉଡ୍ ର ୧ ନଂ ଖଳନାୟକ ଅମରିଶ୍ ପୁରୀଙ୍କ ଜନ୍ମବାର୍ଷିକୀରେ ଡୁଡୁଲ୍ କରି ମନେ ପକାଇଲା ଗୁଗୁଲ୍ !

ବଲିଉଡ୍ ର ଚର୍ଚ୍ଚିତ ଚେହେରା ତଥା ଅଭିନେତା ଅମରିଶ୍ ପୁରୀଙ୍କ ଆଜି ହେଉଛି ଜନ୍ମବାର୍ଷିକୀ । ଗୁଗୁଲ୍ ଡୁଡଲ୍ କରି ତାଙ୍କୁ ମନେ ପକାଇଛି । ଆପଣଙ୍କୁ କହିରଖୁଛୁ ଅମରିସ୍ ପୁରୀ ଭାରତୀୟ ସିନେମାର ସବୁଠାରୁ ପ୍ରତିଭାଶାଳୀ ଅଭିନେତାଙ୍କ ମଧ୍ୟରୁ ଜଣେ । ୨୨ ଜୁନ୍ ୧୯୩୨ ରେ ପଞ୍ଜାବର ଜଳନ୍ଧରରେ ଜନ୍ମ…
Read More...

ନୂଆ ଲୁକରେ ବିଗ୍ ବି । ମୋଟା ଚଷମାକୁ ଲମ୍ବା ଦାଢି, ଫଟୋ ଦେଖି ମଧ୍ୟ ଚିହ୍ନି ପାରୁନାହାନ୍ତି ଫ୍ୟାନ୍ ।

ନୂଆ ଲୁକରେ ବିଗ୍ ବି ଅମିତାଭ ବଚ୍ଚନ । ଆଗାମୀ ଫିଲ୍ମ ପାଇଁ ଯେଉଁ ଲୁକରେ ଅମିତାଭ ନଜର ଆସିଛନ୍ତି ସେଥିରେ ତାଙ୍କୁ ଚିହ୍ନିବା ମଧ୍ୟ କଷ୍ଟକର । ଅମିତାଭଙ୍କ ନୂଆ ଲୁକ୍ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ପ୍ରଂଶସକ ମଧ୍ୟ ଚିହ୍ନିପାରିନଥିଲେ । ଅମିତାଭ ଏବେ ନିଜର ଆଗାମୀ ଫିଲ୍ମ…
Read More...

ଅଭିନେତା ରିତିକ୍ ରୋଶନଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ଅଭିନେତ୍ରୀ କଙ୍ଗନା ! ମୁସଲମାନ୍ ଯୁବକଙ୍କୁ ଭଲପାଉଥିବାରୁ…

ମଙ୍ଗଳବାର ଟୁଇଟ୍ କରି ବଲିଉଡ୍ ଅଭିନେତା ରିତିକ୍ ରୋଶନଙ୍କ ଭଉଣୀ ସମସ୍ତଙ୍କୁ ଚମକାଇ ଦେଇଥିଲେ । ଟୁଇଟରେ ସେ କଙ୍ଗନାଙ୍କୁ ସମର୍ଥନ କରୁଥିବା କଥା ଲେଖିବା ପରେ ଚାରିଆଡ଼େ ଚହଳ ପଡ଼ି ଯାଇଥିଲା । କେହି କିଛି ଭାବିବା ପୂର୍ବରୁ ବୁଧବାର କଙ୍ଗନାଙ୍କ ଭଉଣୀ ଆଉ ଏକ ଚାଞ୍ଚଲ୍ୟକର ଟୁଇଟ୍ କରିଛନ୍ତି ।…
Read More...

ସ୍ୱାମୀ ଶୋଏବ୍ ମଲ୍ଲିକଙ୍କ ହୁକ୍କା ପାର୍ଟିକୁ ନେଇ ମୁହଁ ଖୋଲିଲେ ସାନିଆ ମିର୍ଜା ! କହିଲେ , ମୁଁ ପାକିସ୍ତାନ ଟିମ୍ ର…

ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ନିଜ ପାକିସ୍ତାନୀ ସ୍ୱାମୀ ତଥା କ୍ରିକେଟ୍ ଖେଳାଳୀ ଶୋଏବ୍ ମଲ୍ଲିକଙ୍କ ହୁକ୍କା ପାର୍ଟି ବିବାଦକୁ ନେଇ ଏବେ ମୁହଁ ଖୋଲିଛନ୍ତି । ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲ୍ଲୀକଙ୍କ ଏକ ଟ୍ୱିଟର ପୋଷ୍ଟର ଜବାବ ଦେବାକୁ ଯାଇ ସାନିଆ କହିଛନ୍ତି ଯେ ସେ ନାଁ…
Read More...

ଟ୍ୱିଟରରେ ଆଇସିସି ବିଶ୍ୱକପର ଉଡିଲା ମଜା ! ଅମିିତାଭଙ୍କ ପରେ ବିଶ୍ୱକପକୁ ନେଇ ଏଭଳି ଟ୍ୱିଟ୍ କଲେ ଅଭିନେତା ଋଷି କପୁର୍…

ଏବେ ଆାଇସିସି ବିଶ୍ୱକପ ଉପରେ ସାରା ବିଶ୍ୱର ନଜର ରହିଛି । କିନ୍ତୁ ବର୍ଷା ହେତୁ ଏହାର ଅନେକ ମ୍ୟାଚ୍କୁ ରଦ୍ଦ କରି ଦିଆଯାଉଛି । ବାରମ୍ବାର ମ୍ୟାଚ୍ ରଦ୍ଦ ହେଉଥିବା ଦେଖି କ୍ରିକେଟ ପ୍ରେମୀ ନିରାଶ ହେଉଛନ୍ତି । ଏହା ସହ ଆଇସିସି ବିଶ୍ୱକପକୁ ଇଂଲଣ୍ଡରେ କରାଯିବାକୁ ନେଇ ଅନେକ ବିରୋଧ ପ୍ରଦର୍ଶନ…
Read More...