Browsing Category

ମନୋରଞ୍ଜନ

ବଲିଉଡର ଲୋକପ୍ରିୟ ଅଭିନେତା ବିଜୁ ଖୋଟେଙ୍କ ୭୭ ବର୍ଷରେ ପରଲୋକ ! ସିନେମା ‘ଶୋଲେ’ ରେ କାଲିଆ ଚରିତ୍ରରେ ଅଭିନୟ କରି…

ବଲିଉଡ୍ ସିନେ ଜଗତର ପ୍ରସିଦ୍ଧ ଏବଂ ଲୋକପ୍ରିୟ କଳାକାର ଅଭିନେତା ବିଜୁ ଖୋଟେଙ୍କ ୭୭ ବର୍ଷ ବୟସରେ ଆଜି ନିଧନ ହୋଇଯାଇଛି । ଲମ୍ବା ସମୟରୁ ରୋଗାଗ୍ରସ୍ତ ଥିବା ବିଜୁ ଖୋଟେ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ଖୁବ୍ ମନୋରଞ୍ଜନ କରିଛନ୍ତି । ଆଜି ସକାଳେ ସେ ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ଅନ୍ତିମ…
Read More...

ଡେଲିଭରି ବଏ ବିଶାଲ୍ ଶୋନକାର୍ ହେଲେ “ଡ୍ୟାନ୍ସ ଦିୱାନେ ୨” ର ବିଜେତା ! ଅସୁସ୍ଥ ମା’ଙ୍କ ଚିକିତ୍ସା ପାଇଁ ଶୋ’ରେ…

ଡ୍ୟାନ୍ସ ରିୟାଲିଟି ଶୋ’ “ଡ୍ୟାନ୍ସ ଦିୱାନେ ୨” ରେ ପ୍ରତିଯୋଗୀଙ୍କ ମଧ୍ୟରେ ଡ୍ୟାନ୍ସର ଜବରଦସ୍ତ ଟକ୍କର ଦେଖିବାକୁ ମିଳିଥିଲା । ଶନିବାର ରାତି ଏହି ଶୋ’ରେ ଫାଇନାଲର ରାତି ଥିଲା । ଶୋ’ ଶେଷରେ ବିଜେତା ନାଁ ଘୋଷଣା ହୋଇଯାଇଛି । ତେବେ ଶୋ’ ଜିତିଥିବା ବିଶାଲ୍ ଶୋନକାର୍ ଖାଲି ଶୋ’ ଜିତିନାହାନ୍ତି…
Read More...

ନବେ ବର୍ଷରେ ପାଦ ଥାପିଲେ ସୁର ସମ୍ରାଜ୍ଞୀ ଲତା ମଙ୍ଗେସକର୍ ! ସିନେମା ଜଗତକୁ ଅନେକ କାଳଜୟୀ ସଂଗୀତ ଭେଟି ଦେଇ…

ନବେ ବର୍ଷ ବୟସରେ ପାଦ ଥାପିଛନ୍ତି ବଲିଉଡର କୋକିଳ କଣ୍ଠୀ ଲତା ମଙ୍ଗେସକର। ଭାରତୀୟ ସିନେମାକୁ ଅନେକ କାଳଜୟୀ ସଂଗୀତ ଦେଇଛନ୍ତି। କେବଳ ହିନ୍ଦି ନୁହେଁ, ଅନ୍ୟ ଆଞ୍ଚଳିକ ଭାଷାରେ ବି ଗୀତ ଗାଇଛନ୍ତି ଲତା। ଲତାଙ୍କ ଗୀତ ‘ଲଗଜା ଗଲେ’, ‘ପ୍ୟାରକା ନଗମା’, ‘ଆଜ ଫିର୍ ଜିନେ କି ତମନ୍ନା ହୈ’, ‘ପିୟା…
Read More...

ଆରପାରିରେ ଦକ୍ଷିଣ ସିନେ ଜଗତର ଲୋକପ୍ରିୟ ହାସ୍ୟ ଅଭିନେତା ବେଣୁ ମାଧବ ! ୩୯ ବର୍ଷ ବୟସରେ ଇହଧାମରୁ ନେଲେ ବିଦାୟ ,…

ଚିକିତ୍ସାଧୀନ ଅବସ୍ଥାରେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ହାସ୍ୟ କଳାକାର ବେଣୁ ମାଧବଙ୍କର ପରଲୋକ ହୋଇଯାଇଛି । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଥିବାବେଳେ ତାଙ୍କୁ ଆଇସିୟୁର ଭେଣ୍ଟିଲେଟରରେ ରଖାଯାଇଥିଲା । କିନ୍ତୁ ଆଜି ଦିନ ୧୨ ଟା ୨୦ ସମୟରେ ବେଣୁ ଶେଷ ନିଶ୍ୱାସ ତ୍ୟାଗ…
Read More...

କେବିସିରେ ମହିଳା ପ୍ରତିଯୋଗୀଙ୍କ ମଜା ଉଡାଉଥିଲେ ବିଗ୍ ବି , ପ୍ରତିଯୋଗୀଙ୍କ ଗୋଟିଏ କଥା ଶୁଣି କହିଲେ ସାରା ଜୀବନ ତୁମେ…

ଦେଶର ଲୋକପ୍ରିୟ ଶୋ’ କୌନ ବନେଗା କରୋଡପତିର ୨୬ ତମ ଏପିସୋଡ୍ ଗତକାଲି ହୋଇସାରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇଜଣ ଏହି ଶୋ’ରେ ଚଳିତବର୍ଷର କୋଟିପତି ହୋଇ ଘରକୁ ଫେରିଛନ୍ତି । ଲୋକଙ୍କ ମଧ୍ୟରେ ବି ଶୋ’ କୁ ନେଇ କ୍ରେଜ୍ ଦେଖିବାକୁ ମିଳୁଛି । ତେବେ ଗତକାଲିର ଏପିସୋଡ୍ କିଛି ହଟକେ ହିଁ ଥିଲା ।…
Read More...

ରିଲିଜ ହେଲା ଓଡ଼ିଆ କ୍ଷୁଦ୍ର ଫିଲ୍ମ ‘ରେବତୀ’ର ଟିଜର : ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ବର୍ଷା ପଟ୍ଟନାୟକ, କାହାଣୀ…

କନକ ବ୍ୟୁରୋ : ରିଲିଜ ହେଲା ଓଡ଼ିଆ କ୍ଷୁଦ୍ର ଫିଲ୍ମ ‘ରେବତୀ’ର ଟିଜର । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ବର୍ଷା ପଟ୍ଟନାୟକ ଅଭିନୟ କରିଥିବାବେଳେ ସହଯୋଗୀ କଳାକାର ଭାବେ ଚୌଧୁରୀ ଜୟପ୍ରକାଶ ଦାଶ, ବିଶ୍ୱଦୀପ ଦାସ, ଭୂପତି ତ୍ରିପାଠୀ ପ୍ରମୁଖଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମର ନିର୍ଦ୍ଦେଶନା…
Read More...

“ମେରା ଭୋଲା ହେ ଭଣ୍ଡାରୀ” ଗୀତ ଗାଇ ଲୋକପ୍ରିୟ ହୋଇଥିବା ଏହି ଗାୟକ ଅର୍ଥ ଅଭାବରୁ ଅଧାରୁ ଛାଡିଥିଲେ ପାଠପଢା ମାଜିଥିଲେ…

ସନ୍ନି ଦେଓଲ୍ ଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ସିନେମା “ପଲ୍ ପଲ୍ ଦିଲ୍ କେ ପାସ୍”ସିନେମାଟି ନା କେବଳ ଦେଓଲ୍ ପରିବାର ପାଇଁ ଖୁସିର କାରଣ ପାଲଟିଛି ଗାୟକ ହଂସରାଜ ରଘୁବଂଶୀଙ୍କ ପାଇଁ ମଧ୍ୟ ଏହା ଖୁବ୍ ଖାସ୍ ହୋଇଉଠିଛି । ଏହି ସିନେମାଟି ତାଙ୍କୁ ବଲିଉଡରେ ପାଦ ଦେବାପାଇଁ ସୁଯୋଗ…
Read More...

‘କୌନ ବନେଗା କରୋଡପତି’ ରେ ରାମାୟଣର ଏକ ସରଳ ପ୍ରଶ୍ନର ଉତ୍ତର ନ ଦେଇ ପାରି ଟ୍ରୋଲର ଶିକାର ହେଲେ ଅଭିନେତ୍ରୀ ସୋନାକ୍ଷୀ…

ଅମିତାଭ ବଚ୍ଚନ ହୋଷ୍ଟିଂ କରୁଥିବା ଦେଶର ବଡ଼ ରିୟଲିଟି ସୋ’ ‘କୌନ ବନେଗା କରୋଡପତି’ରେ ଏକ ଭୁଲ୍ ଉତ୍ତର ଦେଇ ଟୁଇଟରରେ ଟ୍ରେଣ୍ଡ୍ ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ପ୍ରଶ୍ନଟି ଅତ୍ୟନ୍ତ ସାଧାରଣ ହୋଇଥିବା ବେଳେ ତାହାର ଉତ୍ତର ଦେବା ବେଳେ ସୋନାକ୍ଷୀ ଦ୍ୱନ୍ଦ୍ୱ ପଡ଼ିବା କଥାକୁ…
Read More...

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ସାଂସଦଙ୍କ ନୃତ୍ୟ ! ଦଶହରା ଉପଲକ୍ଷେ ମା’ ଦୂର୍ଗାଙ୍କୁ ସମର୍ପଣ କରି ଖୁବ୍ ନାଚିଲେ…

ଅଭିନେତ୍ରୀ ତଥା ସାଂସଦ ନୁସରତ୍ ଜହାଁ ଏବଂ ମିମି ଚକ୍ରବର୍ତ୍ତୀଙ୍କ ଏକ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏହି ଭିଡିଓରେ ଦୁଇ ଅଭିନେତ୍ରୀ ମା’ ଦୂର୍ଗାଙ୍କ ନିମିତ୍ତ ସମର୍ପିତ ନୃତ୍ୟ କରୁଥିବା ନଜର ଆସୁଛନ୍ତି । ଅଶେ ମା’ ଦୂର୍ଗା ସେ ଟାଇଟଲ୍ ଥିବା ଏହି ଗୀତକୁ…
Read More...

ଜାତୀୟ ସ୍ତରର ଡ୍ୟାନ୍ସ ରିୟାଲିଟି ଶୋ’ରେ ମୟୁରଭଞ୍ଜର ପୁଅ ! ଡ୍ୟାନ୍ସ ଦିୱାନେ ଫାଇନାଲ୍ ରେ ପୁଅ ଓମ୍ ଶୁଭମକୁ ଜିତାଇବା…

କଲର୍ସ ଭଳି ଏକ ଜାତୀୟସ୍ତରର ଚ୍ୟାନେଲରେ ପ୍ରସାରିତ ଡ୍ୟାନ୍ସ ଦିୱାନେ ସିଜିନ୍-୨ ରିଆଲିଟି ସୋ’ରେ ମୟୂରଭଂଜର ପୁଅ ଓମ ଶୁଭମ ମହାପାତ୍ର, ଯାହାଙ୍କ ବୟସ ମାତ୍ର ୧୧ ବର୍ଷ; ଶେଷରେ ଫାଇନାଲରେ ପହଂଚିଛନ୍ତି। ଗୋଟିଏ ପରେ ଗୋଟିଏ ଏପିସୋଡରେ ଓମ୍ ଖୁବ୍ ଭଲ ପ୍ରଦର୍ଶନ କରି ବିଚାରକ ମାଧୁରୀ,…
Read More...