Browsing Category

ବିଜେପି

ଆଜି ପୁଣି ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ! କେନ୍ଦ୍ରାପଡା ଓ ବାଲେଶ୍ୱରରେ ସାଧାରଣ ସଭାରେ…

କନକ ବ୍ୟୁରୋ : ଆଜି ଓଡିଶା ଗସ୍ତରେ ପୁଣି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କରିବା ଲାଗି ମୋଦି ଆଜି ରାଜ୍ୟର ୨ ଜିଲ୍ଲା ଗସ୍ତ କରିବେ ବୋଲି ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ, ସକାଳ ୧୦ଟା ୩୦ରେ କେନ୍ଦ୍ରାପଡ଼ାରେ ଓ…
Read More...

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ନେତାଙ୍କ କସରତ । ଡୋର୍ ଟୁ ଡୋର୍ ବୁଲି କରୁଛନ୍ତି ପ୍ରଚାର । 

କନକ ବ୍ୟୁରୋ: ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରସୋର୍ ଚାଲିଛି ନିର୍ବାଚନ ପ୍ରଚାର । କାରଣ ହାତରେ ଆଉ ଦିନ କେଇଟା ବାକି । ଜନତା ପାଖରେ ପହଂଚିବା ପାଇଁ ନେତାମାନେ ଆପ୍ରାଣ ଉଦ୍ୟମ କରୁଛନ୍ତି  । ଡୋର ଟୁ ଡୋର ବୁଲି ଲୋକଙ୍କୁ ଭୋଟ ଭିକ୍ଷା କରୁଛନ୍ତି । ବାଲେଶ୍ୱର ସହର ବିଧାନସଭା ଆସନ…
Read More...

ବାଲେଶ୍ୱରରେ ଜମୁଛି ନିର୍ବାଚନୀ ପ୍ରଚାର । ଭୋଟ୍ ହାତେଇବାକୁ ଲୋଭ ଦେଖାଇଲା ବିଜେପି। ରାଜ୍ୟ ପ୍ରଭାରୀ କହିଲେ, ଦଳ…

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଅଭିଯାନ ଶେଷ ହେଉଥିବା ବେଳେ ଭୋଟରଙ୍କ ମନ ଜିଣିବାକୁ ବାଲେଶ୍ୱରରେ ବିଜେପି ଚଳାଇଛି ଜୋରଦାର କସରତ । ତେବେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟରେ ବାଲେଶ୍ୱରରେ ଅନୁଷ୍ଠିତ ହେବ ନିର୍ବାଚନ । ବିଜେଡିରୁ ବର୍ତ୍ତମାନର ସାଂସଦ ରବୀନ୍ଦ୍ର…
Read More...

ପୁରୀ ନିର୍ବାଚନୀ ପ୍ରଚାରରୁ ଆସିଲା ରୋଚକ ଦୃଶ୍ୟ ! ମଞ୍ଚରେ ହିନ୍ଦି ମିଶା ତେଲୁଗୁ ଭାଷାରେ ଗୀତ ଗାଇଲେ ବିଜେପି ସାଂସଦ…

କନକ ବ୍ୟୁରୋ : ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିର୍ବାଚନୀ ସଭାରେ ପ୍ରାର୍ଥୀମାନେ ବିଭିନ୍ନ ପ୍ରକାର ତରିକା ଆପଣାଉଛନ୍ତି । କିଏ ଫିଲ୍ମ ତାରକାଙ୍କୁ ଧରି ରୋଡ ସୋ କରୁଛନ୍ତି ତ ଆଉ କିଏ ଜନସଭାରେ କଳାକାରଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜତ କରୁଛନ୍ତି । ହେଲେ ପୁରୀରୁ ଆସିଛି ଏକ ରୋଚକ ଦୃଶ୍ୟ…
Read More...

୨୬/୧୧ ମୁମ୍ବାଇ ଆକ୍ରମଣରେ ସହିଦ ହୋଇଥିବା ପୋଲିସ ଅଫିସର କାରକେରଙ୍କ ସର୍ବନାଶ ଚାହୁଁଥିଲେ ବିଜେପି ସାଂସଦ ପ୍ରାର୍ଥୀ ।…

କନକ ବ୍ୟୁରୋ : ବିଜେପିର ଭୋପାଳ ଲୋକସଭା ପ୍ରାର୍ଥୀ ସ୍ୱାଧୀ ପ୍ରଜ୍ଞା ଠାକୁର ବିବାଦୀୟ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ୨୬/୧୧ ମୁମ୍ବାଇ ଆକ୍ରମଣରେ ସହିଦ ହୋଇଥିବା ପୋଲିସ ଅଫିସର ହେମନ୍ତ କାରକେରଙ୍କୁ ଅପମାନିତ କରିବାକୁ ଯାଇ ବିବାଦୀୟ ବୟାନ ଦେଇଛନ୍ତି ସ୍ୱାଧୀ । ହେମନ୍ତ କାରେକର…
Read More...

ବିଜେପି ବିଧାୟକ ପ୍ରାର୍ଥୀଙ୍କ ଦାଦାଗିରି! ବୁଥରେ ପଶି ଇଭିଏମ ଭାଙ୍ଗିଲେ, ଜିଲ୍ଲାପାଳ କହିଲେ, ଥାନାରେ ଦିଆଯିବ ଏତଲା ।

କନକ ବ୍ୟୁରୋ : ଇଭିଏମ ଭାଙ୍ଗିଲେ ବିଜେପି ବିଧାୟକ ପ୍ରାର୍ଥୀ । ଭୋଟଗ୍ରହଣ ସରିବାକୁ ଆଉ କିଛି ସମୟ ବାକି ରହିଥିବା ବେଳେ ବୁଥରେ ପଶି ଇଭିଏମ ଭାଙ୍ଗିଲେ ବିଜେପି ବିଧାୟକ ପ୍ରାର୍ଥୀ । ସୋରଡାରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି । ସୋରଡା ଆସନରୁ ବିଜେପିର ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀ…
Read More...

ଭୁବନେଶ୍ୱରରେ ମୋଦିଙ୍କ ବିଶାଳ ରୋଡ୍ ସୋ’ । ଟାର୍ଗେଟରେ ଉପକୂଳ ଓଡିଶା । ରାଜଧାନୀ ରାଜରାସ୍ତାରେ ଶକ୍ତି ପ୍ରଦର୍ଶନ କଲା…

କନକ ବ୍ୟୁରୋ : ରାଜଧାନୀ ରାଜରାସ୍ତାରେ ବିଜେପିର ଶକ୍ତି ପ୍ରଦର୍ଶନ । ଆଉ ଏହାର ମଙ୍ଗ ଧରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନୀ ପ୍ରଚାର ସମୟରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ଏକ ବିଶାଳ ରୋଡ୍ ସୋ କରିଛନ୍ତି ମୋଦି । ଏୟାରପୋର୍ଟରୁ ବାହାରିଥିବା ଏହି ରୋଡ୍ ସୋ…
Read More...

ରାଜଧାନୀରେ ମୋଦିଙ୍କ ରୋଡ୍ ସୋ’ । ଆଉ କିଛି ସମୟ ପରେ ବରମୁଣ୍ଡାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ପ୍ରଧାନମନ୍ତ୍ରୀ ।

କନକ ବ୍ୟୁରୋ: ରାଜଧାନୀରେ ମୋଦିଙ୍କ ରୋଡ୍ ସୋ’ । ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବା କ୍ଷଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଡ ସୋ’ କରି ବରମୁଣ୍ଡା ପଡ଼ିଆକୁ ଯାତ୍ରା କରିଛନ୍ତି । ବରମୁଣ୍ଡା ପଡ଼ିଆରେ ବିଜେପି ବିଜୟ ସଂକଳ୍ପ ସମାବେଶରେ ଯୋଗଦେବା ପାଇଁ ବିଶାଳ ଜନସମାବେଶର ଆୟୋଜନ କରାଯାଇଛି…
Read More...

ପୋଲିସ ଅଧିକାରୀ ବନାମ କେନ୍ଦ୍ରମନ୍ତ୍ରୀ । ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀଙ୍କ ହେଲିକପ୍ଟରକୁ ଯାଂଚ କରିବାବେଳେ ବିରୋଧ…

କନକ ବ୍ୟୁରୋ: ଗତକାଲି ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୋଲିସ ଅଧିକାରୀଙ୍କ ମଧ୍ୟରେ ଯୁକ୍ତି ତର୍କ ଏବେ ସାରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରମନ୍ତ୍ରୀ…
Read More...

ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ: ସମ୍ବଲପୁରରେ ଜନସଭା, ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରୁ ବରମୁଣ୍ଡା ଯାଏଁ…

କନକ ବ୍ୟୁରୋ: ବିଜେପି ଫୋକସରେ ଓଡିଶା । ଏହି କ୍ରମରେ ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ ୧୧ଟାରେ ସମ୍ବଲପୁର ଜିଲ୍ଲା ହୀରାକୁଦ ରୋଡ୍ ଲୋରପଙ୍କଠାରେ ଏବଂ ଅପରାହ୍ନ ୫ଟାରେ ଭୁବନେଶ୍ୱରର ବରମୁଣ୍ଡା ପଡିଆରେ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଦଳୀୟ କର୍ମୀଙ୍କୁ…
Read More...