Browsing Category

ବିଜେଡି

ପଲିଟିକ୍ସ ପଶାପାଲିରେ ପଞ୍ଚମ ବିଜୟ । ପୁଣି ଓଡ଼ିଶାର ବାଦଶାହା ହେଲେ ବିଜେଡି ସୁପ୍ରିମୋ ।

କନକ ବ୍ୟୁରୋ: ରାଜ୍ୟରେ ପୁଣି ନବୀନ ସରକାର । ଦୀର୍ଘ ୧୯ ବର୍ଷ କ୍ଷମତାରେ ରହିବା ପରେ ବି ମଳିନ ପଡିନି ନବୀନଙ୍କ କ୍ରେଜ୍ । ପୁଣିଥରେ ନବୀନ ଓ ତାଙ୍କ ଦଳ ବିଜେଡିକୁ ଅଜଶ୍ର ଆଶୀର୍ବାଦ ଅଜାଡି ଦେଇଛି ଓଡିଶା । ଏଥିସହ ଲଗାତର ପଂଚମଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି ବିଜେଡି…
Read More...

ମହେଶ୍ୱରଙ୍କ ବାଦ୍ ସବୁ ମନ୍ତ୍ରୀ ରଖିଲେ ବିଜେଡି ଟେକ, ପ୍ରଥମ ଥର ପାଇଁ ପୁରୀ ବିଧାନସଭାରେ ଫୁଟିଲା ‘ପଦ୍ମ’ ।

କନକ ବ୍ୟୁରୋ: ୧୯୯୫ ମସିହା ପରଠାରୁ ବିଜେଡିର ଗଡ଼ ରହିଥିବା ପୁରୀ ବିଧାନସଭା ଆସନକୁ ଭେଦିଲା ବିଜେପି । ପ୍ରଥମଥର ପାଇଁ ପୁରୀ ବିଧାନସଭାରେ ପଦ୍ମ ଫୁଟାଇଛି ବିଜେପି । ଆଉ ବିଜେଡି ୪ର୍ଥ ପାଳିରେ ଅଦଳବଦଳ ହୋଇଥିବା ମନ୍ତ୍ରିମଣ୍ଡଳ ପରେ ଯେଉଁମାନେ ଦାୟିତ୍ୱ ନେଇଥିଲେ ସେମାନଙ୍କ ମଧ୍ୟରୁ ଜଣଙ୍କୁ…
Read More...

ଖଣ୍ଡପଡାରେ ବିଜେଡିର ବଡ ବିଜୟୀ। ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ବଡ ବ୍ୟବଧାନରେ ମାତ୍ ଦେଲେ ପ୍ରାର୍ଥୀ ସୌମ୍ୟରଞ୍ଜନ…

କନକ ବ୍ୟୁରୋ: ଖଣ୍ଡପଡାରେ ବିଜେଡି ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜୟୀ । ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ବଡ ବ୍ୟବଧାନରେ ମାତ୍ ଦେଲେ ସୌମ୍ୟରଞ୍ଜନ ।  ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ବିପୁଳ ଭୋଟ୍ ବ୍ୟବଧାନରେ ଖଣ୍ଡପଡ଼ା ବିଧାନସଭା ଆସନରୁ ନିର୍ବାଚିତ…
Read More...

ପୁଣି ଥରେ ନବୀନଙ୍କ ଭରଷା ଜିତିଲେ ଭର୍ତ୍ତୃହରି ମହତାବ। କଟକ ଲୋକସଭା ଆସନରେ ବିଜେଡିର ବଡ ବିଜୟ

କନକ ବ୍ୟୁରୋ: କଟକ ଲୋକସଭା ଆସନରେ ପୁଣି ବାଜି ମାରିଲା ବିଜେଡି । ଦୀର୍ଘ ୨୧ ବର୍ଷ ଧରି ବିଜେଡି ଦଖଲରେ ଥିବା ଏହି ଆସନରେ ପୁଣି ଥରେ ଗଡ ଅକ୍ତିଆର କରିଛି ବିଜୁ ଜନତା ଦଳ ।  ବିଜେଡି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ପିନ୍ଧିଛନ୍ତି ବିଜୟୀ ଟୀକା । ତେବେ ନିକଟତମ ପ୍ରତିଦ୍ୱନ୍ଦ୍ୱି ବିପେଜି…
Read More...

ଆସ୍କା ଆକାଶରେ ଉଡ଼ିଲା ବିଜେଡି ବାନା । ବିରୋଧୀଙ୍କୁ ଚିତ୍ ୨୦୪,୭୦୭ ଭୋଟ୍ ବ୍ୟବଧାନରେ ବିଜୟୀ ହେଲେ ପ୍ରମିଳା ବିଶୋୟୀ । 

କନକ ବ୍ୟୁରୋ: ଆସ୍କାରେ ଆକାଶରେ ଉଡିଲା ବିଜେଡି ବାନା । ଆସ୍କା ଲୋକସଭା ଆସନରେ ବଜେଡି ମହିଳା ପ୍ରାର୍ଥୀ ପ୍ରିମିଳା ବିଶୋୟୀ ପ୍ରମିଳା ବିଶୋୟୀ ମୋଟ ୫୫୨୭୪୯ ଭୋଟ ପାଇଁ ବିଜୟ ହାସଲ କରିଛନ୍ତି । ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜେପି ପ୍ରାର୍ଥୀ ଅନୀତା ଶୁଭଦର୍ଶନୀ ୩୪୮୦୪୨ ଭୋଟ ପାଇଁ ଦ୍ୱୀତିୟ…
Read More...

ଆସନ୍ତା ୨୭ରେ ନବୀନ ନେବେ ଶପଥ ! ମୁଖ୍ୟମନ୍ତ୍ରୀଙ୍କ ସମେତ ୨୧ ମନ୍ତ୍ରୀ ନେବେ ଶପଥ

କନକ ବ୍ୟୁରୋ : ୨୦୧୯ ନିର୍ବାଚନରେ ପୁଣି ଥରେ ରାଜ୍ୟରେ ବିଜୁ ଜନତା ଦଳ ଓଡ଼ିଶା ଲୋକଙ୍କ ଆସ୍ଥାଭାଜନ ହୋଇଛି। ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୭ ତାରିଖରେ ଶପଥ ନେବେ ବୋଲି ଜଣାପଡ଼ିଛି। ଏଥିପାଇଁ ସଂସଦୀୟ ବ୍ୟପାର ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।…
Read More...

ଘଷିପୁରା ଆସନକୁ ଅକ୍ତିଆର କଲା ବିଜେଡି । ନିଜ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ନିରଞ୍ଜନ ପଟ୍ଟନାୟକଙ୍କୁ ପରାଜିତ କରି ବିଜୟ…

କନକ ବ୍ୟୁରୋ: ଘଷିପୁରା ବାଜି ମାରିନେଲେ ବିଜେଡି ପ୍ରାର୍ଥୀ ବଦ୍ରିପାତ୍ର । କଂଗ୍ରେସ ପ୍ରାର୍ଥୀ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ୩୨ ହଜାର ୬୬୬ ଖଣ୍ଡ ଭୋଟ୍ ରେ ମାତ୍ ଦେଇ ୫ ଥର ବିଧାୟକ ଭାବେ ନିର୍ବାଚିତ ହେଲେ ବଦ୍ରି ପାତ୍ର । ତେବେ ଯେଉଁଭଳି ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦି…
Read More...

ପଞ୍ଚମଥର ସରକାର ଗଢ଼ିବାକୁ ସୁଯୋଗ ଦେଲେ ରାଜ୍ୟବାସୀ, କୃତଜ୍ଞତା ଜଣାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । 

କନକ ବ୍ୟୁରୋ: ବର୍ତ୍ତମାନ ସୁଦ୍ଧା ଭୋଟ୍ ଗଣତି ପରେ ବିଜେଡିକୁ ପୁଣି ଥରେ ରାଜ୍ୟରେ ମିଳିଛି ବହୁମତ । ବିଜେଡିର ଏଭଳି ଫଳାଫଳକୁ ନେଇ ପ୍ରତିକ୍ରିୟାର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି କି, ପୁଣି ଥରେ ବିଜେଡି ଉପରେ ଭରସା ରଖିଥିବାରୁ ଓଡିଶାବାସୀଙ୍କୁ ଧନ୍ୟବାଦ ।…
Read More...

୧୦ ବର୍ଷ ପରେ ଝାରସୁଗୁଡ଼ା କଂଗ୍ରେସ ଦୁର୍ଗକୁ ଭେଦିଲା ବିଜେଡି, ୪୫ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜେପି…

କନକ ବ୍ୟୁରୋ: ଝାରସୁଗୁଡ଼ା କଂଗ୍ରେସ ଗଡ଼କୁ ଦଖଲ କଲା ବିଜେଡି । ବିଜେଡିରୁ ଟିକେଟରୁ ପାଇ ନିର୍ବାଚନ ଲଢ଼ିଥିବା ନବ ଦାସ ପୁଣି ପିନ୍ଧିଲେ ବିଜୟ ଟୀକା । ଦୀର୍ଘ ୧୦ ବର୍ଷ ପରେ ଝାରସୁଗୁଡାରେ ଖାତା ଖୋଲିଲା ବିଜେଡି, ଆଉ ୪୫ ହଜାର ୫୫୯ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଦିନେଶ ଜୈନଙ୍କୁ…
Read More...

ବାଙ୍ଗିରୀପୋଷିରେ ଶୁଭିଲା ‘ଶଙ୍ଖ’ । ସ୍ଥାନୀୟ ଲୋକଙ୍କ ଭରସା ଜିତିଲେ ବିଜେଡି ପ୍ରାର୍ଥୀ ସୁଦାମ ମାରାଣ୍ଡି, ୧୧ ହଜାରରୁ…

କନକ ବ୍ୟୁରୋ: ଗୋଟିଏ ପରେ ଗୋଟିଏ ବିଧାନସଭା ଆସନକୁ ଅକ୍ତିଆର କରୁଛି ବିଜେଡି । ଏହି ପରିପ୍ରେକ୍ଷୀରେ ବାଙ୍ଗିରୀପୋଷି ବିଧାନସଭା ଆସନରେ ପୁଣି ବିଜୟ ଧ୍ୱଜା ଉଡ଼ାଇଛନ୍ତି ବିଜେଡି ପ୍ରାର୍ଥୀ ସୁଦାମ ମାରାଣ୍ଡି । ଚଳିତ ନିର୍ବାଚନରେ ସୁଦାମ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ…
Read More...