Browsing Category

କ୍ୟାମ୍ପସ ରାଜନୀତି

କ୍ୟାପିଟାଲ ଲ କଲେଜରେ ବରିଷ୍ଠଙ୍କୁ ଟକ୍କର ଦେବେ କନିଷ୍ଠ ! ସଭାପତି ଦୌଡରେ ମନୋରଂଜନ

କନକ ବ୍ୟୁରୋ : ଛାତ୍ର ସଂସଦ ନିର୍ବାଚନରେ ବରିଷ୍ଠ କି ଅଭିଜ୍ଞ ପ୍ରାର୍ଥୀ ହେବେ ସେମିତି କିଛି କଟକଣା ନଥାଏ । ଲିଙ୍ଗଡୋ କମିଶନଙ୍କ ନିୟମକାନୁନ ଆଉ ଲୋକ ସଂପର୍କ ହିଁ ବିଜୟର ମୂଳମନ୍ତ୍ର ସାଜେ ନିର୍ବାଚନରେ । ଯାହାକୁ ଆୟୁଧ କରି କ୍ୟାପିଟାଲ ଲ କଲେଜରେ ନିର୍ବାଚନ ମଇଦାନକୁ ଓହ୍ଳାଇଛନ୍ତି ପ୍ରଥମ…
Read More...

ପ୍ରକାଶ ପାଇଲା ବିଜ୍ଞପ୍ତି ! ଏଥର ଅସଲ ଲଢ଼େଇ

କନକ ବ୍ୟୁରୋ : ମଇଦାନ ସରଗରମ । ପ୍ରକାଶ ପାଇଲା ଛାତ୍ର ସଂସଦ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି । ଆରମ୍ଭ ହେଲା ଅସଲ ଲଢ଼େଇ । ମାନେ ଏହାପରେ କ୍ୟାମ୍ପସ ଆସିବ ଲିଙ୍ଗଡୋ କମିଶନଙ୍କ ସ୍କାନରକୁ । କ୍ୟାମ୍ପସର ସବୁ ହାଲକୁ ନଜରରେ ରଖି ସବୁ ନିଷ୍ପତି ନେବେ କଲେଜ ଅଧ୍ୟକ୍ଷ । ଉଚିତ ଚାହିଁଲେ…
Read More...

ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଭିନ୍ନ କଲେଜରେ ଉତ୍ତେଜନା ! ଭୁବନେଶ୍ୱର ବିଜେବି କଲେଜରେ ବୋମାମାଡ, ନିର୍ବାଚନ ବନ୍ଦ…

କନକ ବ୍ୟୁରୋ : ଆସନ୍ତା ୨୩ ତାରିଖରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ । ତେବେ ଏହା ପୂର୍ବରୁ ବିଭିନ୍ନ କଲେଜରେ ଦେଖାଦେଇଛି ପ୍ରାକ୍ ନିର୍ବାଚନୀ ହିଂସା । ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଜେବି କଲେଜ ଅଶାନ୍ତ ହୋଇପଡିଛି । ସଂଧ୍ୟାରେ ଗର୍ଲସ ହଷ୍ଟେଲ ଆଗରେ ବୋମାମାଡକୁ ନେଇ ଉତ୍ତେଜନା…
Read More...

ଦୁଇଦିନ ପରେ ଛାତ୍ର ସଂସଦ ନୋମିନେସନ ! ବିଭିନ୍ନ ସ୍ଥାନରେ ପ୍ରାକ୍ ନିର୍ବାଚନୀ ହିଂସା ! ଅଶାନ୍ତ କ୍ୟାମ୍ପସ

କନକ ବ୍ୟୁରୋ : ଦୁଇଦିନ ପରେ ଛାତ୍ର ସଂସଦ ନିର୍ବାଚନ ପାଇଁ ନୋମିନେସନ । କ୍ୟାମ୍ପସ ଯେତିକି ଚଳଚଞ୍ଚଳ, ସେତିକି ଅଶାନ୍ତ । ହେଲେ ଏବେ ଠାରୁ କ୍ୟାମ୍ପସରେ ବାରି ହେଲାଣି ନିର୍ବାଚନି ଉଷ୍ମତା । ବିଭିନ୍ନ ଛାତ୍ର ସଂଗଠନମାନଙ୍କ ମଧ୍ୟରେ ଛକାପଞ୍ଝା ମଧ୍ୟ ଆରମ୍ଭ ହୋଇଗଲାଣି । ପୁରୀ, ବ୍ରହ୍ମପୁର,…
Read More...

କ୍ୟାମ୍ପସରେ ନୂଆ ତଡକା ସୋନୁସଙ୍ଗ ! ଏକାମ୍ରରେ ହେବ ନିର୍ବାଚନ

କନକ ବ୍ୟୁରୋ : ରମାଦେବୀ କ୍ୟାମ୍ପସ ରାଜନୀତିରେ ନୂଆ ତଡ୍କା ଭରିଛନ୍ତି ଏବିଭିପି ସଭାପତି ପ୍ରାର୍ଥୀ ତନ୍ମୟୀ ହୋତା (ତନୁ)। ‘ସୋନୁ’ ସଙ୍ଗ୍ ମାଧ୍ୟମରେ କ୍ୟାମ୍ପସର ବିଭିନ୍ନ ସମସ୍ୟାକୁ ଉପସ୍ଥାପନ କରିଛନ୍ତି। ଏଥିରେ କ୍ୟାମ୍ପସ୍ର ଭିତ୍ତିଭୂମି ସମସ୍ୟା ସାଙ୍ଗକୁ ଶିକ୍ଷାଦାନ ପ୍ରଣାଳୀ କିଭଳି…
Read More...

କ୍ୟାମ୍ପସରେ ବୁଲିଲା ଭୂଜାଲି, ଛୁରୀ ! ଛାତ୍ରସଂସଦ ନିର୍ବାଚନ ନେଇ ବ୍ରହ୍ମଗିରିରେ ଦେଖାଦେଲା ପ୍ରାକ୍ ନିର୍ବାଚନୀ ହିଂସା

କନକ ବ୍ୟୁରୋ : ଆସନ୍ତା ୨୩ରେ ଛାତ୍ର ସଂସଦ ନିର୍ବାଚନ । ୧୫ରେ ନାମାଙ୍କନପତ୍ର ଦାଖଲ ହେବାକୁ ଥିବା ବେଳେ ସରଗରମ ହୋଇଛି କଲେଜ କ୍ୟାମ୍ପସ । କ୍ୟାମ୍ପସ ପଲିଟିକ୍ସ ଜୋର ଧରିଥିବା ବେଳେ ପ୍ରାକ୍ ନିର୍ବାଚନୀ ହିଂସା ଦେଖିବାକୁ ମିଳୁଛି । କ୍ୟାମ୍ପସରେ ପୁସିଙ୍ଗ୍ ଯେତିକି ମାତ୍ରାରେ ଉଡୁଛି ସେହି…
Read More...

ଛାତ୍ର ସଂସଦ ନିର୍ବାଚନ ! କେଉଁଠି ତାତି ତ କେଉଁଠି ଶାନ୍ତି

କନକ ବ୍ୟୁରୋ : ଛାତ୍ର ସଂସଦ ନିର୍ବାଚନରେ ଅଶାନ୍ତି ଦେଖାଦେଲେ ନିର୍ବାଚନକୁ ବନ୍ଦ କରିବା ଓ କ୍ୟାମ୍ପସକୁ ଖାଲି କରିବାର ଅନେକ ନଜୀର ରହିଛି । ବିଗତ ଦିନ ମାନଙ୍କରେ ବିଜେବି ଓ ବାଣୀବିହାରରେ ଏ ଚିତ୍ର ବି ଦେଖିବାକୁ ମିଳିଥିଲା । ତେବେ ଛାତ୍ର ସଂସଦ ନିର୍ବାଚନରେ ଗଣ୍ଡଗୋଳ ଆଶଙ୍କା ହେଲେ…
Read More...

ରମାଦେବୀରେ ଜମୁଛି ପ୍ରଚାର ! ସବୁ ପ୍ରାର୍ଥୀଙ୍କ ଗୋଟିଏ ମୁଦ୍ଦା ‘ଫୁଟ ଓଭର ବ୍ରିଜ’

କନକ ବ୍ୟୁରୋ: ଛାତ୍ର ସଂସଦ ନିର୍ବାଚନକୁ ନେଇ ସବୁ କ୍ୟାମ୍ପସରେ ଉକ୍ରଣ୍ଠା ଲାଗି ରହିଥିବା ବେଳେ ପ୍ରଚାର ବି ଫକା ପଡୁନି । ବିଭିନ୍ନ ଇସ୍ୟୁ ନେଇ ପ୍ରାର୍ଥୀ ପ୍ରଚାର କରୁଛନ୍ତି । ତେବେ ରମାଦେବୀ ବିଶ୍ୱବିଦ୍ୟାଳୟରେ ଏଥର ଇସ୍ୟୁ ରହିଛି ଫୁଟ ଓଭର ବ୍ରିଜ । ସବୁ ସଙ୍ଗଠନର ପ୍ରାର୍ଥୀ ଏଇ ସମାନ…
Read More...

ଛାତ୍ରସଂସଦ ନିର୍ବାଚନ ପାଇଁ କାଉଂଟଡାଉନ୍ ଆରମ୍ଭ ! ଜୋର ଧରିଲାଣି ପ୍ରଚାର, ଚାଲିଛି ପୋଷ୍ଟର ଯୁଦ୍ଧ

କନକ ବ୍ୟୁରୋ : ଆରମ୍ଭ ହେଲାଣ କାଉଂଟଡାଉନ୍ । ଜୋର ଧରିଲାଣି ପ୍ରଚାର । ଛାତ୍ର ସଂସଦ ନିର୍ବାଚନ ପାଇଁ କ୍ୟାମ୍ପସ୍ ହେଲାଣି ସଗରଗମ । ସବୁ ରାଜନୈତିକ ଦଳର ଫୋକସରେ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଅଂଟା ଭିଡିଲେଣି ବିଭିନ୍ନ ସଂଗଠନ । ଏଥର ବାଣୀବିହାରରେ ହେବ…
Read More...

ରମାଦେବୀରେ ପ୍ରାର୍ଥୀ ଦେଲା ଛାତ୍ର କଂଗ୍ରେସ ! ଏବେ କ୍ୟାମ୍ପସରେ ତ୍ରିମୁଖୀ ଲଢ଼େଇ

କନକ ବ୍ୟୁରୋ : ରମାଦେବୀରେ ପ୍ରାର୍ଥୀ ଦେଲା ଛାତ୍ର କଂଗ୍ରେସ । ଆଜି ସଭାପତି ପ୍ରାର୍ଥୀ ଭାବେ ଶୁଶ୍ରୀ ସଂଗୀତା ମହାପାତ୍ରଙ୍କ ନାଁ ଘୋଷଣା କରାଯାଇଛି । ମହିଳା ବିଶ୍ୱ ବିଦ୍ୟାଳୟରେ ଏବିଭିପି ଓ ଛାତ୍ର ବିଜେଡିକୁ ମାତ ଦେଇ ଛାତ୍ର କଂଗ୍ରେସ ବିଜୟ ହାସଲ କରିବ ବୋଲି ଆଶା ରଖିଛି ଏହି ଛାତ୍ର ସଂଗଠନ…
Read More...