Browsing Category

କ୍ୟାମ୍ପସ ରାଜନୀତି

କଲେଜ କ୍ୟାମ୍ପେନିଂର ହେଟଷ୍ଟୋରୀ ! ମହିଳା ପ୍ରାର୍ଥୀ ହନିଟ୍ରାପ କରୁଥିବା ନେଇ ସୋସିଆଲ ମିଡିଆରେ ଆକ୍ଷେପମୂଳକ ପୋଷ୍ଟ

କନକ ବ୍ୟୁରୋ: ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ହୋଇଥିବା ବେଳେ କଟକରୁ ଆସିଛି ସାଂଘାତିକ ଅଭିଯୋଗ । ପ୍ରତିପକ୍ଷ ପ୍ରାର୍ଥୀଙ୍କୁ ବଦନାମ କରିବା ପାଇଁ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ଅଭିଯୋଗ । ମହିଳା ପ୍ରାର୍ଥୀଙ୍କ ହନିଟ୍ରାପରେ ପଡନ୍ତୁ ନାହିଁ । ଏଭଳି…
Read More...

ବୋମାମାଡାରୁ ଆରମ୍ଭ ବାତିଲରେ ଶେଷ ! ଆମେ କଣ ଚାହୁଁଛେ ଏଭଳି ହେଉ ଛାତ୍ର ସଂସଦ ନିର୍ବାଚନ

କନକ ବ୍ୟୁରୋ : ଆରମ୍ଭ ହେଲା କାଉଂଟ୍ ଡାଉନ୍ । ଚଳଚଂଚଳ କଲେଜ୍ କ୍ୟାମ୍ପସ୍ । ଆସନ୍ତା ୨୩ ତାରିଖରେ ହେବ ଛାତ୍ର ସଂସଦ ନିର୍ବାଚନ । ପ୍ରାର୍ଥୀମାନଙ୍କର ଭୋକ, ଶୋଷ କିମ୍ବା ନିଦ ନାହିଁ । ସମସ୍ତେ କେବଳ ସମର୍ଥକ ଖୋଜିବାରେ ବ୍ୟସ୍ତ । ହେଲେ ନିର୍ବାଚନକୁ ନେଇ କେଉଁଠି ଶାନ୍ତି ତ କେଉଁଠି ଦେଖିବାକୁ…
Read More...

ବାଣୀବିହାରରେ ସାଇନ୍-ଏ-ଡାଏ ଘୋଷଣା ପରେ ଭିସି ଅଫିସରେ ଉତ୍ୟକ୍ତ ଛାତ୍ରଙ୍କ ଭଙ୍ଗାରୁଜା ! କଲେଜ ପରିସରରେ ପୁଲିସ ଛାଉଣୀ

କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟରେ ସାଇନ-ଏ-ଡାଏ ଘୋଷଣା କରାଯିବା ସହ ନିର୍ବାଚନ ବାତିଲ ହୋଇଛି । ସାଇନ-ଏ-ଡାଏ ଘୋଷଣ ପରେ ଉତ୍ୟକ୍ତ ଛାତ୍ରମାନେ ଭିସି ଅଫିସରେ ଭଙ୍ଗାରୁଜା କରିଛନ୍ତି । ଟାୟାର ଜାଳି ଉତ୍ୟକ୍ତ ଛାତ୍ର ବିକ୍ଷୋଭ କରିଛନ୍ତି । ନିର୍ବାଚନ କାହିଁକି ବନ୍ଦ ହେଲ ସେ ନେଇ ପ୍ରଶ୍ନ…
Read More...

ଉତ୍କଳ ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବାତିଲ ! ବାଣୀବିହାରରେ ସାଇନ୍-ଏ-ଡାଏ ଘୋଷଣା,ସନ୍ଧ୍ୟା ୬ଟା ସୁଦ୍ଧା ହଷ୍ଟେଲ…

କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟରେ ସାଇନ-ଏ-ଡାଏ ଘୋଷଣା କରାଯିବା ସହ ନିର୍ବାଚନ ବାତିଲ ହୋଇଛି । କ୍ୟାମ୍ପସରେ ଆଶନ୍ତି ଯୋଗୁଁ ସାଇନ-ଏ-ଡାଏ ଘୋଷଣା କଲେ କର୍ତ୍ତୃପକ୍ଷ । ଆଜି ସଂଧ୍ୟା ସୁଦ୍ଧା ହଷ୍ଟେଲ ଛାଡିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ମୁତାବକ, ଗତକାଲି…
Read More...

ଛାତ୍ର ସଂସଦ ନିର୍ବାଚନକୁ ନେଇ ବାଣୀବିହାର କ୍ୟାମ୍ପସରେ ଉତ୍ତେଜନା ! ଛାତ୍ରଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଏବିଭିପି ଓ…

କନକ ବ୍ୟୁରୋ : ଛାତ୍ର ସଂସଦ ନିର୍ବାଚନକୁ ନେଇ ବାଣୀବିହାର କ୍ୟାମ୍ପସରେ ଉତ୍ତେଜନା  । ଗତକାଲି ପ୍ରାର୍ଥୀପତ୍ର ଦାଖଲ ପରେ ଆରମ୍ଭ ହୋଇଛି ରାଜନୈତିକ ଛକାପଂଝା । ହେଉଥିବା ଚର୍ଚ୍ଚା ଅନୁସାରେ ଛାତ୍ର ନେତାଙ୍କ ପଛରେ ରହି ଗୋଟି ଚାଳନା କରୁଛନ୍ତି ରାଜନୈତିକ ଦଳର ନେତା । ଗତକାଲି ବିଳମ୍ବିତ…
Read More...

ଉଗ୍ରରୁପ ନେଉଛି କଲେଜ ନିର୍ବାଚନୀ ହିଂସା ! ସିସିଟିଭି କ୍ୟାମେରାରେ କଏଦ ହେଲା ମର୍ଡରର ଲାଇଭ ଚିତ୍ର, ପୁଲିସ ଛାନଭିନ୍…

କନକ ବ୍ୟୁରୋ: ସାରା ରାଜ୍ୟରେ ଚାଲିଥିବା ଛାତ୍ର ନିର୍ବାଚନ ହିଂସା ଉଗ୍ରରୂପ ଧାରଣ କରିଛି । ଗଞ୍ଜାମ ଛତ୍ରପୁରରେ ବିଜେଡି ନେତାଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରିଛନ୍ତି ଦୃର୍ବୃତ୍ତ । ହତ୍ୟାକାଣ୍ଡର ତନାଘନା ଆରମ୍ଭ ହୋଇଛି । ଘଟଣାର ସିସିଟିଭି ଫୁଟେଜ ଦେଖିଲେ ଭୟରେ ଆପଣଙ୍କ ଛାତି ଥରି ଉଠିବ ।…
Read More...

ବିଜେଡି – ବିଜେପି ଛାୟା ଯୁଦ୍ଧ ! ଛାତ୍ର ନିର୍ବାଚନରେ ହେଉଛି ପତିଆରାର ଲଢେଇ

କନକ ବ୍ୟୁରୋ : ଛାତ୍ର ନିର୍ବାଚନ ପାଇଁ ନାମାଙ୍କନ ସହ ସାରା ରାଜ୍ୟରେ ସରଗରମ ହୋଇଛି କଲେଜ କ୍ୟାମ୍ପସ । ପଟୁଆରରେ ଆସି ପତିଆରା ପ୍ରଦର୍ଶନ କରିଛନ୍ତି ଛାତ୍ର ନେତା । ଲିଙ୍ଗଡୋ କମିଶନଙ୍କ ନିୟମକୁ ଉଲଂଘନ କରି ଯେଉଁ ବ୍ୟୟବହୁଳ କ୍ୟାମ୍ପେନିଂ ଦେଖିବାକୁ ମିଳୁଛି, ତାକୁ ନେଇ ସ୍ୱାଭାବିକ ଭାବେ…
Read More...

ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କ୍ୟାମ୍ପସରେ ହିଂସା ! ବିଜେବି କଲେଜରେ ସାଇନ-ଏ-ଡାଏ ଘୋଷଣା ପରେ ରାସ୍ତାରୋକ

କନକ ବ୍ୟୁରୋ: ଆଜି ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରାଯାଉଛି । ବାଣୀବିହାର ସମେତ ରାଜ୍ୟର ବିଭିନ୍ନ କଲେଜରେ ନାମାଙ୍କନ କରାଯାଉଛି । ଆଶାୟୀ ପ୍ରାର୍ଥୀମାନେ ସମର୍ଥକଙ୍କ ସହ ଆସି ନାମାଙ୍କନ ଦାଖଲ କରୁଛନ୍ତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରାର୍ଥୀ । ଏଥିପାଇଁ କଲେଜ…
Read More...

ଛାତ୍ର ସଂସଦ ନିର୍ବାଚନକୁ ନେଇ ଚଳଚଂଚଳ କଲେଜ କ୍ୟାମ୍ପସ ! ଆଜି ମନୋନୟନ ପତ୍ର ଦାଖଲ କରିବେ ଆଶାୟୀ ପ୍ରାର୍ଥୀ

କନକ ବ୍ୟୁରୋ: ଆଜି ପ୍ରାର୍ଥୀପତ୍ର ଦାଖଲ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଆଶାୟୀ ପ୍ରାର୍ଥୀମାନେ ସମର୍ଥକଙ୍କ ସହ ଆସି ଆଜି ନିର୍ଦ୍ଧାରିତ ସମୟରେ ନାମାଙ୍କନ ଦାଖଲ କରିବେ । ଏଥିପାଇଁ କଲେଜ ଗୁଡିକରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ବ୍ୟାପକ…
Read More...

ନେତା ଲଗାଉଛନ୍ତି କଲେଜରେ ନିଆଁ !

କନକ ବ୍ୟୁରୋ : ଆସନ୍ତା ୨୩ ତାରିଖରେ ସାରା ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେବ । ଏନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ନିର୍ବାଚନ ନେଇ ଏବେ ସବୁ କ୍ୟାମ୍ପସ ଚଳଚଂଚଳ ହୋଇପଡିଛି । ସେପଟେ ବିଭିିନ୍ନ କଲେଜରେ ପ୍ରାକ୍ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ବିଜେବି କଲେଜ :…
Read More...