Browsing Category

ବନ୍ୟା ବିତ୍ପାତ

ଆସୁଛି ଘୂର୍ଣ୍ଣିବଳୟ ! ଲଘୁଚାପ ଆଶଙ୍କା

କନକ ବ୍ୟୁରୋ: ଦିନେ ଦୁଇଦିନ ଭିତରେ ଆଣ୍ଡାମାନ ସାଗର ଆଖପାଖ ବଙ୍ଗୋପ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା କ୍ରମଶଃ ଆନ୍ଧ୍ର ପ୍ରଦେଶ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଆଖପାଖ ବଙ୍ଗୋପ ସାଗରକୁ ପାଖେଇ ଆସିବ । ୨୫ ତାରିଖରୁ ସ୍ୱଳ୍ପ ପରିମାଣର ବର୍ଷା ଆରମ୍ଭ ହେବ । ୨୬ ତାରିଖରୁ ବର୍ଷାର ପରିମାଣ…
Read More...

୨୫ ଯାଏଁ କାଁ ଭାଁ ବର୍ଷା

କନକ ବ୍ୟୁରୋ: ଓଡ଼ିଶାରୁ ଲଘୁଚାପ ଯାଇ ଗୁରୁବାର କେନ୍ଦ୍ରୀୟ ମଧ୍ୟ ପ୍ରଦେଶର ଉତ୍ତର ଭାଗ ଏବଂ ଏହାର ଆଖପାଖ ଅଞ୍ଚଳରେ ଓ୍ଵଲମାର୍କ ଲଘୁଚାପର ରୂପ ନେଇଛି । ଏହା ସତ୍ତ୍ୱେ ଉପକୂଳରେ ଘଣ୍ଟାକୁ ୪୫ରୁ ୬୦ କି.ମି. ପର୍ଯ୍ୟନ୍ତ ବେଗରେ ବହୁଛି ପବନ । ଫଳରେ ସମୁଦ୍ର ଭୀଷଣ ଅଶାନ୍ତ ହୋଇଉଠିଛି । ଏଣୁ…
Read More...

ଘୂର୍ଣ୍ଣିବଳୟ ପ୍ରଭାବରେ ୭ ଦିନ ବର୍ଷା

କନକ ବ୍ୟୁରୋ: ଉତ୍ତର ପଶ୍ଚିମ ବଙ୍ଗୋପ ସାଗର ଏବଂ ଏହାର ଆଖପାଖ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେଉଛି । ଆଗାମୀ ୨୪ ଘଣ୍ଟା ଭିତରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ଏବଂ ଉତ୍ତରର…
Read More...

ବର୍ଷା ପାଇଁ ଆଉ ୫/୬ ଦିନ ଅପେକ୍ଷା ! ମରୁଡ଼ି ସ୍ଥିତି ଉପୁଜିବାର ଆଶଙ୍କା

କନକ ବ୍ୟୁରୋ: ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚଳିତ ସେପ୍ଟେମ୍ବର ମାସରେ ସ୍ୱାଭାବିକ ବୃଷ୍ଟିପାତ ହେବ । ବୃଷ୍ଟିପାତ ହାର ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ପର୍ଯ୍ୟନ୍ତ ରହିବ । କିନ୍ତୁ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅସ୍ତିତ୍ୱ ପ୍ରାୟତଃ ନ ଥିବା ମନେ ହେଉଛି । ଏହାର…
Read More...

ପୁଣି ଘୂର୍ଣ୍ଣିବଳୟ, ୫ରୁ ବର୍ଷା ବଢ଼ିବ

କନକ ବ୍ୟୁରୋ: ଆସନ୍ତା ୫ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ସହିତ ଦିନେ ଦୁଇଦିନ ଭିତରେ ଓଡ଼ିଶା ଉପରେ ଆଉ ଏକ ମୌସୁମୀ ଟ୍ରଫ୍ ଲାଇନ ଗତି କରିପାରେ । ଏହାର ପ୍ରଭାବରେ ୫ ତାରିଖରୁ ଉତ୍ତର, ଉତ୍ତର ଉପକୂଳର କିଛି ସ୍ଥାନରେ ପ୍ରବଳ ବର୍ଷା ଏବଂ ଅନ୍ୟାନ୍ୟ ସ୍ଥାନରେ…
Read More...

ଗଲା ଲଘୁଚାପ, କମିବ ବର୍ଷା ପରିମାଣ

କନକ ବ୍ୟୁରୋ: ଓଡ଼ିଶାରୁ ଲଘୁଚାପ ବିଦାୟ ନେଇ ଗତକାଲି ମଧ୍ୟ ପ୍ରଦେଶ ଏବଂ ଏହାର ଆଖପାଖରେ ପହଞ୍ଚିଛି । ସେଠାରେ ୱେଲ୍ ମାର୍କଡ୍ ଲଘୁଚାପରେ ପରିଣତ ହୋଇଛି । ଏହା ଗୁଜରାଟକୁ ଗତି କରି ଅବପାତର ରୂପ ନେବାର ସମ୍ଭାବନା ରହିଛି । ଲଘୁଚାପ ଗଲା ପରେ ରାଜ୍ୟରେ ବର୍ଷା ପରିମାଣ କମିବାର ସମ୍ଭାବନା ଥିଲେ…
Read More...

ଲଘୁଚାପରେ ପରିଣତ ହେଲା ଘୂର୍ଣ୍ଣିବଳୟ ! ପ୍ରବଳ ବର୍ଷା ସମ୍ଭାବନା

କନକ ବ୍ୟୁରୋ: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଘୂର୍ଣ୍ଣିବଳୟ ଗତକାଲି ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । କିନ୍ତୁ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ…
Read More...

ବିହାରରେ ବନ୍ୟା ସ୍ଥିତି ଗମ୍ଭୀର ! ୨୪ ଘଣ୍ଟାରେ ଗଲାଣି ୪୯ ଜୀବନ, ମୋଟ ୨୫୩ ମୃତ

କନକ ବ୍ୟୁରୋ : ବନ୍ୟା ସାଜିଛି ବିହାରବାସୀଙ୍କ ପାଇଁ ମୃତ୍ୟୁର ଦୂତ । ଗୋଟିଏ ପରେ ଗୋଟିଏ ଜୀବନ ନେଉଛି ଭୟଙ୍କର ବନ୍ୟା । ମାତ୍ର ୨୪ ଘଂଟା ଭିତରେ ୪୯ଜଣଙ୍କର ଜୀବନ ଯିବା ପରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୫୩ ଛୁଇଁଛି । ବିହାରର ଆରାରିଆ ଜିଲ୍ଲାରେ ସର୍ବାଧିକ ୫୭ଜଣ ଲୋକ ମୃତ୍ୟୁବରଣ କରିଥିବାବେଳେ…
Read More...

ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ! ପୋଟେରୁ ସମେତ ସାବେରୀ ଓ ସିଲୋରୀ ନଦୀରେ ବଢୁଛି ଜଳସ୍ତର, ତଳି ଅଂଚଳରେ ବନ୍ୟା ଆଶଙ୍କା

କନକ ବ୍ୟୁରୋ: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା । ୨୪ ଘଂଟାର ଲଗାଣ ବର୍ଷାରେ ବେହାଲ୍ ହୋଇଛି ମାଲକାନଗିରି । ଜିଲ୍ଲା ସହର ମହକୁମା ସମେତ ସମସ୍ତ ବ୍ଲକରେ ଏଭଳି ବର୍ଷା ଲାଗି ରହିଛି । ଫଳରେ ମାଲକାନଗିରି ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଗତକାଲିଠାରୁ ଲଗାଣ ବର୍ଷା ହେବା କାରଣରୁ…
Read More...

ଉତ୍ତର-ପୂର୍ବ ଭାରତରେ ବନ୍ୟା ମୃତ୍ୟୁ ସଂଖ୍ୟା ୨ଶହରୁ ଅଧିକ ! ବିହାର ସର୍ବାଧିକ ପ୍ରଭାବିତ, ପାଣି ଘେରରେ ୧୭ଟି ଜିଲ୍ଲାର…

କନକ ବ୍ୟୁରୋ: ଉତ୍ତର ପୂର୍ବ ଭାରତରେ ବନ୍ୟାର ପ୍ରକୋପ । ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଓ ଆସାମରେ ପ୍ରଳୟଙ୍କରୀ ବନ୍ୟା ଆସିଛି । ଆଉ ଏହି ବନ୍ୟାରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହି ୪ ରାଜ୍ୟରେ ବନ୍ୟାରେ ମୃତ୍ୟୁସଂଖ୍ୟା ୨ ଶହରୁ ଅଧିକ ହେଲାଣି । ସବୁଠାରୁ ଅଧିକ…
Read More...