Browsing Category

ବନ୍ୟା ବିତ୍ପାତ

ବଡମ୍ବା ମା ଭଟ୍ଟାରିକା ମନ୍ଦିରକୁ ବନ୍ୟା କଲା ବେହାଲ : ମନ୍ଦିର ଭିତରେ ପଶିଲା ପାଣି, ପାହାଡ ଉପରକୁ ସ୍ଥାନାନ୍ତର ହେଲେ…

କନକ ବ୍ୟୁରୋ: ପାଣି ଘେରରେ ବଡମ୍ବାର ଭଟ୍ଟାରିକା ମନ୍ଦିର । ପ୍ରାୟ ୨ଦିନ ଧରି ଏହିପରି ଜଳବନ୍ଦୀ ହୋଇ ରହିଛି ଭଟ୍ଟାରିକା ମନ୍ଦିର । ମନ୍ଦିର ଚାରିକଡେ ପାଚେରୀ ନଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ମନ୍ଦିର ଚାରି କଡେ ପାଣି ରହିଥିବାରୁ ଏଠାରେ ପୂଜା ବନ୍ଦ ରହିଛି । କେବଳ ଏତିକି…
Read More...

ମହାନଦୀ ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢୁଛି ହୀରାକୁଦର ଜଳସ୍ତର: ବର୍ତ୍ତମାନ ଜଳସ୍ତର ୬୧୬.୩୧ ଫୁଟ୍, ପ୍ରତି ସେକେଣ୍ଡରେ…

କନକ ବ୍ୟୁରୋ: ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି । ଉପରମୁଣ୍ଡରେ ବର୍ଷା କାରଣରୁ ମହାନଦୀକୁ ନେଇ ଚିନ୍ତା ବଢିଯାଇଛି । ବର୍ତମାନ ସୁଦ୍ଧା ହୀରାକୁଦ ଡ୍ୟାମରେ ଜଳସ୍ତର ୬୧୬.୩୧ ଫୁଟ୍ ରହିଛି । ଡ୍ୟାମ ବିପଦ ସଂକେତ ୬୩୧ ଫୁଟ୍ ରହିଛି ।…
Read More...

ସୁଧୁରୁଛି ବନ୍ୟା ସ୍ଥିତି: ବିପଦ ସଙ୍କେତ ତଳେ ବିଭିନ୍ନ ନଦୀର ଜଳସ୍ତର, ଲୋକଙ୍କୁ ଭୟଭୀତ ନହେବାକୁ ସୂଚନା ଦେଲେ ଏସଆରସି

କନକ ବ୍ୟୁରୋ: ରାଜ୍ୟରେ ବନ୍ୟା ସ୍ଥିତିରେ ସୁଧାର ଆସିଛି । ନଦୀଗୁଡ଼ିକର ଜଳସ୍ତର ବିପଦସଙ୍କେତ ତଳେ ପ୍ରବାହିତ ହେଉଛି । ବନ୍ୟା ସ୍ଥିତି ନାହିଁ ପରିସ୍ଥିତିରେ ସୁଧାର ଆସିଛି ବୋଲି କହିଛନ୍ତି ଏସଆରସି ବିଷ୍ଣୁପଦ ସେଠୀ । ଏହାସହ ସେ କହିଛନ୍ତି ଯେ, ବନ୍ୟା ପ୍ରଭାବିତଙ୍କୁ ରନ୍ଧାଖାଦ୍ୟ ଯୋଗାଇ…
Read More...

କନ୍ଧମାଳ ଜିଲ୍ଲାରେ ଜାରି ରହିଛି ବର୍ଷା : ୩ଟି ପଂଚାୟତ ୩ ଦିନ ହେଲା ବାହ୍ୟ ଜଗତରୁ ବିଚ୍ଛିନ୍ନ, ୫୯ ନମ୍ବର ଜାତୀୟ…

କନକ ବ୍ୟୁରୋ: କନ୍ଧମାଳ ଜିଲ୍ଲାରେ ଜାରି ରହିଛି ଲଗାଣ ବର୍ଷା । ଲଗାଣ ବର୍ଷା ଯୋଗୁ ଖଡଗ ନଦୀ, ରାହୁଲ ନଦୀ, ଚାଉଳ ଧୂଆଁ ନଦୀ, ତେଲ ନଦୀ ଭଳି ଛୋଟବଡ ନଦୀ ଗୁଡିକରେ ଜଳସ୍ତର ବଢୁଛି । ଫଳରେ ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଲଙ୍କାଗଡ, ଝିରିପାଣି, ଭଣ୍ଡରଙ୍ଗୀର ୩ଟି ପଂଚାୟତ…
Read More...

ବର୍ଷା ବିତ୍ପାତ ଜାରି । ଓଡିଶାରେ ଗତ ୨୪ ଘଣ୍ଟାରେ କେଉଁ ବ୍ଲକରେ ହୋଇଛି କେତେ ବର୍ଷା

କନକ ବ୍ୟୁରୋ: ବର୍ଷା କରିଛି ବେହାଲ । ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ଜଳବନ୍ଦୀ ଘେରରେ ରାଜ୍ୟବାସୀ । ଏସଆରସିଙ୍କ ବର୍ତ୍ତମାନ ରିପୋର୍ଟ ଅନୁସାରେ ପାଖାପାଖି ୧୬ଟି ବ୍ଲକରେ ପ୍ରାୟ ୨ଶହ ମିଲିମିଟରୁ ଅଧିକ ପରିମାଣ ବର୍ଷା ରେକର୍ଡ କରାଯାଇଛି । ପୁରୀ- ୩୨୨ ମିିଲିମିଟିର…
Read More...

୨୪ ଘଣ୍ଟାରେ ଓଡିଶା ବେହାଲ । ଲଗାଣ ବର୍ଷାରେ ଉବୁଟୁବୁ ରାଜ୍ୟର ବିଭିନ୍ନ ସ୍ଥାନ ।

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ଭୀଷଣ ବର୍ଷା ଜାରି ରହିଛି । ସେହିପରି ଏସଆରସିଙ୍କ ସୁଚନା ଅନୁøାରେ ରାଜ୍ୟର…
Read More...

ଆସୁଛି ଘୂର୍ଣ୍ଣିବଳୟ, ଲଘୁଚାପ ସମ୍ଭାବନା ! ୭ରୁ ୯ ଯାଏଁ ପ୍ରବଳ ବର୍ଷା

କନକ ବ୍ୟୁରୋ: ଆସନ୍ତା ୭ ତାରିଖ ବେଳକୁ ଓଡ଼ିଶା ଉପକୂଳକୁ ପହଞ୍ଚିପାରେ ଘୂର୍ଣ୍ଣିବଳୟ । ଏହା ଲଘୁଚାପର ରୂପ ନେବାର ସମ୍ଭାବନା ଅଧିକ । ଏହାର ପ୍ରଭାବରେ ଆସନ୍ତା ୭ରୁ ୯ ତାରିଖ ମଧ୍ୟରେ ଉପକୂଳ, ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ଅନ୍ୟ ସ୍ଥାନଗୁଡ଼ିକରେ ବି ବର୍ଷିବ । ପରେ ବର୍ଷାର ପରିମାଣ…
Read More...

ଦୁଇଟି ଘୂର୍ଣ୍ଣିବଳୟ ! ଲଘୁଚାପ ଆଶଙ୍କା

କନକ ବ୍ୟୁରୋ: ଉତ୍ତର ପୂର୍ବ ବଙ୍ଗୋପସାଗର ଓ ଏହା ଆଖପାଖ ଅଞ୍ଚଳ ଏବଂ ତେଲେଙ୍ଗନାର ଉତ୍ତର ପାର୍ଶ୍ୱ ଓ ଏହା ଆଖପାଖ ଅଞ୍ଚଳରେ ଦୁଇଟି ଘୂର୍ଣ୍ଣିବଳୟ ଥିବାରୁ ଏହା ପ୍ରଭାବରେ ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ…
Read More...

ଦକ୍ଷିଣରେ ପ୍ରବଳ ବର୍ଷା

କନକ ବ୍ୟୁରୋ: ଆନ୍ଧ୍ର ପ୍ରଦେଶ ଉପକୂଳ ଏବଂ ଏହାର ଆଖପାଖ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ଏହା ସହିତ ଉତ୍ତର, ଉପକୂଳ, ଆଭ୍ୟନ୍ତରୀଣ ଅଞ୍ଚଳର କିଛି ସ୍ଥାନରେ ଘଡ଼ଘଡ଼ି ସହିତ…
Read More...

୨୭ରୁ ଲଗାଣ ବର୍ଷା

କନକ ବ୍ୟୁରୋ: ଉତ୍ତର ଆଣ୍ଡାମାନ ନିକଟ ବଙ୍ଗୋପସାଗର ଉପରେ ଥିବା ଘୂର୍ଣ୍ଣିବଳୟ ଯୋଗୁଁ ଏବେ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେଉଛି । ଆସନ୍ତା ଦୁଇ ଦିନ ଏହିପରି ପାଗ ଲାଗି ରହିବ । ହେଲେ ଆସନ୍ତା ୨୭ ତାରିଖ ବେଳକୁ ଏହା ଆନ୍ଧ୍ର ଉପକୂଳରେ ପହଞ୍ଚିବ । ଏହାପରେ ଲଘୁଚାପର ରୂପ ନେଇପାରେ…
Read More...