କାଷ୍ଟିଂକାଉଚ୍ ଅଭିଯୋଗରେ ପପୁ ପମପମ୍ ଗିରଫ ହେବା ପରେ ପୂରା ଓଲିଉଡ଼ରେ ଆଲୋଡ଼ନ ଖେଳିଯାଇଛି । ବର୍ଷିୟାନ ଅଭିନେତା ମିହିର ଦାସ କହିଛନ୍ତି,କାଷ୍ଟିଂକାଉଚ୍ ପାଇଁ କେବଳ ଗୋଟିଏ ପକ୍ଷକୁ ଦାୟୀ କରାଯାଇପାରିବ ନାହିଁ । ଗୋଟିଏ ହାତରେ ତାଳି ବାଜେ ନାହିଁ ବୋଲି କହିଛନ୍ତି ଅଭିନେତା ମିହିର ଦାସ । କାଷ୍ଟିଂକାଉଚ୍ ଅଭିଯୋଗ ପ୍ରସଙ୍ଗକୁ ନେଇ ମିହିର ଦାସଙ୍କ ସହ ସାକ୍ଷାତକାରକୁ ଦେଖିବା ୱାନ୍-ଟୁ- ୱାନର ଏହି ଏପିସୋଡରେ ।