ଓଲିଉଡ୍ ପରେ ପଲିଟିକ୍ସରେ କାଷ୍ଟିଂ କାଉଚ ଅଭିଯୋଗ

44

ତାଳଚେର : ଓଲିଉଡ୍ ପରେ ପଲିଟିକ୍ସରେ କାଷ୍ଟିଂ କାଉଚ ଅଭିଯୋଗ । ଏଥର ପ୍ରଯୋଜକ ନୁହେଁ ବରଂ ବିଜେଡି ବିଧାୟକ ବ୍ରଜ ପ୍ରଧାନଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ବାପାଙ୍କୁ ସରକାରୀ ଚାକିରି ଦେବାର ପ୍ରଲୋଭନ ଦେଖାଇ ବିଧାୟକ ଯୁବତୀଙ୍କୁ ଶଯ୍ୟାସଙ୍ଗିନୀ ହେବାକୁ ପ୍ରସ୍ତାବ ଦେଇଥିବା ଅଭିଯୋଗ ହୋଇଛି । ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାଳଚେର ବିଧାୟକ । ଏହା ତାଙ୍କ ବିରୋଧରେ ଏକ ରାଜନୈତିକ ଷଡଯନ୍ତ୍ର ବୋଲି ସେ କହିଛନ୍ତି । ଏହାସହ ଘଟଣାର ନିରେପକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –