ଓଲିଉଡରେ କାଷ୍ଟିଂକାଉଚ୍

31

ବଲିଉଡରେ କାଷ୍ଟିଂକାଉଚ୍ କଥା ସମସ୍ତେ ଜାଣନ୍ତି  । ତେବେ ଓଡିଆ ଫିଲ୍ମରେ ମଧ୍ୟ ଚାଲିଛି କାଷ୍ଟିଂକାଉଚ୍ । ଆଉ ଏହି ଦୁସ୍ଥ ପରମ୍ପରାର ରିଙ୍ଗþ ମାଷ୍ଟର ସାଜିଛନ୍ତି ଚିଟଫଣ୍ଡ ଓ ରିୟଲ ଇଷ୍ଟେଟ୍ ଦଲାଲ୍ । ଓସ୍କାର ମୁଖ୍ୟ ପ୍ରଭାସ ରାଉତ ଗିରଫ ହେବା ପରେ ଏମିତି ଚାଚଂଲ୍ୟକର ତଥ୍ୟ ପଦାକୁ ଆସିଛି । ଆଉ ଏହି ସମୟରେ କିଛି ଓଡିଆ ଫିଲ୍ମ ହିରୋଇନ୍ ମଧ୍ୟ ଏ କଥାକୁ ସ୍ୱୀକାର କରିଛନ୍ତି । ତେବେ ଏହି କାଷ୍ଟିଂକାଉଚ୍ ପଛର ରହସ୍ୟ କଣ ? ଆଉ ଏହି କାଷ୍ଟିଂକାଉଚ୍ କଣ ଏବେ ବି ଓଲିଉଡରେ ରାଜ କରୁଛି କି ? ଏହି ପ୍ରସଙ୍ଗ ବିଷୟରେ ଅଧିକ ଜାଣିବା ପାଇଁ ଦେଖନ୍ତୁ ବିଗ୍ ଡିବେଟର ଏହି ଏପିସୋଡ : –