କଟକ ବ୍ୟୁରୋ, କନକ ନ୍ୟୁଜ୍ : ଯାତ୍ରା ପାର୍ଟି ଇନ୍ଦ୍ରଭୂବନ ବିରୋଧରେ ଅଭିଯୋଗ ଆସିବା ପରେ ମ୍ୟାନେଜରଙ୍କୁ ଅଟକ ରଖିଛି କଟକ ବାଲିକୁଦା ସଦର ଥାନା ପୁଲିସ । ମ୍ୟାନେଜର ମନୋଜ ନାୟକଙ୍କୁ ଅଟକ ରଖି ଏ ପ୍ରସଙ୍ଗରେ ପଚରା ଉଚରା କରୁଛି ପୁଲିସ । ସେପଟେ ମ୍ୟାନେଜରଙ୍କୁ ଅଟକ ପ୍ରତିବାଦରେ ବାଲିକୁଦା ସଦର ଥାନା ଘେରାଉ କରିଛନ୍ତି ଯାତ୍ରାପାର୍ଟି କଳାକାର।