ସ୍ନାତକଧାରୀଙ୍କ ପାଇଁ ସରକାରୀ ଚାକିରୀ କରିବାର ସୁବର୍ଣ୍ଣ ସୁଯୋଗ ! ଏଭଳି ପ୍ରକ୍ରିୟାରେ କରନ୍ତୁ ଆବେଦନ ।

196

ଯଦି ଆପଣ ଗ୍ରାଜୁଏସନ୍ କରିଛନ୍ତି ତେବେ ସରକାରୀ ଚାକିରୀ କରିବା ପାଇଁ ଆପଣଙ୍କ ପାଇଁ ରହିଛି ସୁବର୍ଣ୍ଣ ସୁଯୋଗ । ଗୋଆହାଟୀ ହାଇକୋର୍ଟ ତରଫରୁ ୧୫୮ ପଦବୀ ପାଇଁ ଭ୍ୟାକେନ୍ସି ବାହାରୀ ଯାଇଛି । ଇଚ୍ଛୁକ ପ୍ରାର୍ଥୀ ୨୭ ନଭେମ୍ବର ପୂର୍ବରୁ ଏଥିପାଇଁ ଆବେଦନ କରିପାରିବେ ।

ପଦବୀ ସଂଖ୍ୟା : ୧୫୮

ପଦ ନାମ : କପିଷ୍ଟ/ଟାଇପିଷ୍ଟ୍

ଶିକ୍ଷାଗତ ଯୋଗ୍ୟତା : ଯେକୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରେ ସ୍ନାତକ କରିବା ଆବଶ୍ୟକ ।

ବୟସ ସୀମା : ୧୮ ରୁ ୪୪ ବର୍ଷ

ଚୟନ ପ୍ରକ୍ରିୟା : ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ ।

ସ୍ଥାନ : ଗୋଆହାଟି ,ଆସାମ

ଦରମା : ୧୪,୦୦୦ ରୁ ୪୯,୦୦୦

ଉପଯୁକ୍ତ ପ୍ରାର୍ଥୀ ଅଧିକାରୀ ୱେବସାଇଟ୍ ରେ ଆବେଦନ କରିପାରିବେ ।

ଆବେଦନର ଅନ୍ତିମ ତିଥି : ୨୭ ନଭେମ୍ବର ,୨୦୧୮