ରାଜରାସ୍ତାରେ ଜଳିଗଲା କାର ! ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ ଆଗରେ ଥିବା କାରରେ ଲାଗିଲା ନିଆଁ

22

କନକ ବ୍ୟୁରୋ : ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ ଆଗରେ ଥିବା ଏକ କାରରେ ହଠାତ ନିଆଁ ଲାଗିଯାଇଛି । ଆଜି ଦିନରେ ବ୍ୟାଙ୍କ ସାମ୍ନାରେ ଥିବା ପାର୍କିଂ ସ୍ଥଳରେ କାରଟି ଥିଲା । କିନ୍ତୁ ହଠାତ୍ ଏଥିରେ ନିଆଁ ବାହାରିଥିଲା । ତେବେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଘଟଣାରେ କେହି ମୃତାହତ ହୋଇନଥିଲେ ବି କାର କ୍ଷତିଗ୍ରସ୍ତ ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –