ରଥଯାତ୍ରା ସୁରକ୍ଷା ପାଇଁ ପୁରୀରେ ଅନୁଷ୍ଠିତ ହୋଇଛି ସମୀକ୍ଷା ବୈଠକ

31

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ :  ପୁରୀରେ ଚଳିତ ବର୍ଷ ରଥଯାତ୍ରା ସୁରକ୍ଷାକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ପୁଲିସ ମହାନିର୍ଦେଶକ କେ.ବି ସିଂହଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ବସିଥିବା ବୈଠକରେ ୯ ଜଣ ଆଇପିଏସ ଅଧିକରୀ ଯୋଗଦେଇଛନ୍ତି । ରଥଯାତ୍ରା ସମୟରେ ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି ।