ଯଦି ଆପଣ ନିଜକୁ ଅତି ଚତୁର ମନେ କରନ୍ତି ତେବେ ଏହାର ଉତ୍ତର ଦିଅନ୍ତୁ ।

58

ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ କଠିନରୁ ଅତି କଠିନ ଗଣିତକୁ ଖୁବ ସହଜରେ ସମାଧାନ କରିଦିଅନ୍ତି । ମୋଟା ମୋଟି ଭାବରେ କହିବାକୁ ଗଲେ ଗଣିତ ସମାଧାନ କରିବା ତାଙ୍କ ବହୁତ ସହଜ ହୋଇଥାଏ । ଖୁବ କମ ସମୟ ମଧ୍ୟରେ ଅତି କଠିନରୁ କଠିନ ଗଣିତକୁ ସମାଧାନ କରିବାର କ୍ଷମତା ରଖିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏଠାରେ କୌଣସି ଗଣିତ ସମାଧାନ କରିବାକୁ ଦେଇନାହୁଁ । ଏଠାରେ ଏକ ପ୍ରଶ୍ନ ପତ୍ର ଦିଆଯାଇଛି । ଏହାର ଉତ୍ତର ଆପଣଙ୍କୁ ଦେବାକୁ ପଡିବ ।

ଏହି ପ୍ରଶ୍ନ ପତ୍ରଟିକୁ ପୂର୍ବରୁ ଅନେକ ଲୋକ ଏବଂ ଅନେକ ଛୋଟ ପିଲା ସମାଧାନ କରିସାରିଛନ୍ତି । ଏଥିରେ କୌଣସି ସମୀକରଣକୁ ସମାଧାନ କରିବାକୁ ପଡିବ ନାହିଁ । ଭଲଭାବେ ପ୍ରଶ୍ନ ପତ୍ରକୁ ବୁଝି ଏହାର ଉତର ଦେବାକୁ ପଡିବ । ତେବେ ଆସନ୍ତୁ ଏହାକୁ ସମାଧାନ କରିବା । ସମାଧାନ କରିବା ପୂର୍ବରୁ ଆପଣଙ୍କୁ କହିରଖୁଛୁ, ଦୟାକରି ତଳେ ଦିଆଯାଇଥିବା ଉତ୍ତରକୁ ନଦେଖି ଏହାର ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ ।

ତେବେ ସମାଧାନ କରିବା ପୂର୍ବରୁ ଏହାର ଉତ୍ତର କହିରଖୁଛୁ , ଏହାର ଉତର ହେଉଛି “E” । ଏଥିରେ ଲେଖାଯାଇଥିବା ବାକ୍ୟ ଗୁଡିକରେ କେତୋଟି ଶବ୍ଦକୁ ଇଙ୍ଗିତ କରାଯାଇ ପ୍ରଶ୍ନ ପଚରାଯାଇଛି । ଯେପରିକି ଏଭ୍ରିଥିଙ୍ଗ, ଏଭ୍ରିହୋୟାର, ଏଫରନିଟି, ଟାଇମ ଏବଂ ସ୍ପେସ ଏହି ଶବ୍ଦ ଗୁଡିକର ପ୍ରଥମ ଏବଂ ଶେଷ ଅକ୍ଷରକୁ ଇଙ୍ଗିତ କରି ପ୍ରଶ୍ନ ପଚରା ଯାଇଛି । ତେଣୁ ଏହାର ଉତ୍ତର ହେଉଛି “E” ।