ପକେଟ୍ ରେ ଅଛି ମାତ୍ର ୧୫୦ ଟଙ୍କା, ତେବେ ଚିନ୍ତା କରନ୍ତୁନି । କିଣିପାରିବେ ଏସବୁ ଜିନିଷ, ଏଠି ଲାଗିଛି ସବୁଠାରୁ ବଡ ସେଲ୍

52

ଆପଣଙ୍କ ପକେଟ୍ ରେ ଯଦି ଏହି ସମୟରେ ମାତ୍ର ୧୫୦ ଟଙ୍କା ଅଛି, ତେବେ ଆପଣଙ୍କ ପସନ୍ଦର ଜିନିଷ ଶେଷ ହେବନି । କାହିଁକିନା ୧୫୦ ଟଙ୍କାରେ ବି କିଣିବା ପାଇଁ ଆପଣଙ୍କ ପାଖରେ ହଜାର ହଜାର ପ୍ରଡକ୍ଟ ଅଛି । ଏହି ସମୟରେ ସବୁ ଅନଲାଇନ୍ ପୋର୍ଟାଲରେ ବିଗ୍ ସପିଙ୍ଗ ସେଲ୍ ଚାଲୁଛି, ଯେଉଁଥିରେ ଆପଣଙ୍କ ପାଖରେ ୧୫୦ ଟଙ୍କାରେ କିଣିବା ପାଇଁ ବହୁତ ଭଲ ପ୍ରଡକ୍ଟ ଅଛି । ଜାଣନ୍ତୁ କ’ଣ ସବୁ ପ୍ରଡକ୍ଟ ଅଛି :-

• ଏହି ଘଡି ୧୪୭ ଟଙ୍କାର ଓ ଏଥିରେ ୮୫% ଡିସକାଉଣ୍ଟ ।

• ଏହି ରିଙ୍ଗର ମୂଲ୍ୟ ୧୩୯ ଟଙ୍କା ଓ ଏହା ଉପରେ ୮୬% ଡିସକାଉଣ୍ଟ ।

• ଏହି ବେଲ୍ଟ ୧୧୪ ଟଙ୍କାର ଓ ଏହା ଉପରେ ୮୦% ଡିସକାଉଣ୍ଟ

• ଏହି ନୋଟବୁକ୍ ୮୫ ଟଙ୍କାର ଓ ଏହା ସହିତ ମାଗଣା ଡେଲିଭରି ବି ।

• ଏହି ଥର୍ମୋମିଟର ୧୦୫ ଟଙ୍କାର ଓ ଏହା ଉପରେ ୫୯%ର ଡିସକାଉଣ୍ଟ ଅଛି ।

• ଏହି ବେବି ପାଉଡର ର ମୂଲ୍ୟ ୧୬୩ ଓ ଏହା ଉପରେ ୧୨% ଡିସକାଉଣ୍ଟ ।