ମାତ୍ର ୮୯ ଟଙ୍କାରେ କିଣନ୍ତୁ ଦେଶର ସବୁଠାରୁ ଲୋକପ୍ରିୟ ସ୍କୁଟର ହୋଣ୍ଡା ଆକ୍ଟିଭା !

68

ଭାରତରେ ସବୁଠାରୁ ଅଧିକ ବିକ୍ରି ହେଉଥିବା ଅଟୋମେଟିକ ସ୍କୁଟର ହେଲା ହୋଣ୍ଡା ଆକ୍ଟିଭା । ଯଦି ଆପଣ ଟଙ୍କା ଅଭାବ ପାଇଁ ଏହି ଗାଡି କିଣି ପାରୁ ନାହାନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । କାରଣ ଏବେ ପରିବା କିଣିବା ଦାମରେ କିଣିପାରିବେ ଏହି ଲୋକପ୍ରିୟ ସ୍କୁଟର । ଯଦି ଆପଣଙ୍କୁ ବିଶ୍ୱାସ ହେଉନାହିଁ ତେବେ ଜାଣନ୍ତୁ କିପରି ଭାବେ ମାତ୍ର ୮୯ ଟଙ୍କାରେ ଆପଣ ଦେଶର ସବୁଠାରୁ ଲେକାପ୍ରିୟ ସ୍କୁଟରର ମାଲିକ/ମାଲିକାଣି ହୋଇପାରିବେ ।

ଏହି ଖବର ଲୋକଙ୍କୁ ବାଟବଣା କରିବା ପାଇଁ ନୁହଁ. ଏହା ଏକ ଉପାୟ ଯାହା ଆପଣଙ୍କୁ ସଞ୍ଚୟର ବାଟ ବତାଇବ । ହୋଣ୍ଡା ଆକ୍ଟିଭା ୪ଜିର ମୁଲ୍ୟ ୫୫ ହଜରୀ ୩୯୪ ଟଙ୍କା । ବ୍ୟାଙ୍କରେ ଏଥିପାଇଁ ୧୮ ପ୍ରତିଶତ ଫାଇନାନ୍ସ କରିଦିଅନ୍ତି । ଏହି ହିସାବରେ ଯଦି ସୁଧ ଛାଡିଦେବେ ତେବେ ଆପଣଙ୍କ ଇଏମଆଇ ପ୍ରତି ମାସ ୨୬୮୯ ଟଙ୍କା । ଯଦି ଏହି ରକମକୁ ଆପଣ ୩୦ରେ ଭାଗ କରିଦେବା ତେବେ ଯେଉଁ ମୁଲ୍ୟ ଆସିବ ତାହା ହେଲା ୮୯ ଟଙ୍କା । ଏତିକି ରକମରେ ତ ଆପଣ ପ୍ରତିଦିନ ପରିବା କିଣିବାରେ ଖର୍ଚ୍ଚ କରୁଥିବେ ।

ଯଦି ଆପଣ ସହଜରେ ଏହି ସ୍କୁଟର କିଣିବାପାଇଁ ଚାହୁଁଛନ୍ତି ତେବ ଏକ କୁମ୍ପି କରି ସେଥିରେ ପ୍ରତିଦିନ ଏହି ରକମ ପକାନ୍ତୁ । ଏହିପରି ଭାବେ ଆପଣ ମାତ୍ର ୧୯ ମାସରେ ସ୍କୁଟିର କଚ୍ଚିବା ପାଇର୍ ଟଙ୍କା ଜମା କରିପାରିବେ । କାରଣ ଏକାସଙ୍ଗେ ବୋଝ ମୁଣ୍ଡାଇବା ଅପେକ୍ଷା ଧୀରେ ଧୀରେ ଟଙ୍କା ସଞ୍ଚିୟ କରି ସ୍କୁଟର କିଣନ୍ତୁ ।

                                 ସୌଜନ୍ୟ-ଅମର ଉଜାଲା