ବିଜନେସ୍ ଲିଡର୍ସରେ ମଦର୍ସ ପବ୍ଲିକ୍ ସ୍କୁଲର ଫାଉଣ୍ଡର ପଲି ପଟ୍ଟନାୟକ

45

ଆଜିର ବିଜନେସ୍ ଲିଡର କେବଳ ଜଣେ ସଫଳ ଶିକ୍ଷକ ନୁହଁନ୍ତି ଏକାଧାରରେ ଜଣେ ସଫଳ ଗୃହିଣୀ, ଜଣେ ସଫଳ ସ୍ତ୍ରୀ ଆଉ ଜଣେ ମା ମଧ୍ୟ । ୧୯୯୧ରେ ତାଙ୍କ ପରିଶ୍ରମରେ ଛୋଟ ପିଲାଙ୍କ ପାଇଁ ଆରମ୍ଭ ହୋଇଥିବା ସ୍କୁଲ ଏବେ ରାଜ୍ୟର ନାମୀ ପବ୍ଲିକ ସ୍କୁଲ ମାନଙ୍କ ଭିତରୁ ଅନ୍ୟତମ । ଆଉ ଭୁବନେଶ୍ୱରର ପ୍ରଥମ ଡେ ବୋଡିଂ ସ୍କୁଲ ମଧ୍ୟ । ସେ ହେଉଛନ୍ତି ମଦର୍ସ ପବ୍ଲିକ ସ୍କୁଲର ଫାଉଣ୍ଡର ପଲି ପଟ୍ଟନାୟକ । ତେବେ ପଲି ପଟ୍ଟନାୟକଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଦେଖନ୍ତୁ ଏହି ଏପିସୋଡ  ।