ଫୁଲବାଣୀରେ ଓଲଟିଲା ଯାତ୍ରୀବାହି ବସ୍ ! ୧୦ ଆହତ, ୨ ଗୁରୁତର

47

କନକ ବ୍ୟୁରୋ : ଫୁଲବାଣୀରେ ଓଲଟିଲା ଯାତ୍ରୀବାହି ବସ୍ । ରାଣୀପଥର ନିକଟରେ ଭାରସାମ୍ୟ ହରାଇ ବସଟି ଓଲଟି ପଡିଛି । ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ଦୁଇ ଜଣଙ୍କୁ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାକୁ କରାଯାଇଛି । ବସଟି ବ୍ରହ୍ମପୁରରୁ ରାଉରକେଲା ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ।