ଖୋର୍ଦ୍ଧା ଜଙ୍କିଆରେ ଯାତୀବାହୀ ବସ ଦୁର୍ଘଟଣାଗ୍ରସ୍ତ : ଜଙ୍କିଆ ଛକରେ ଟ୍ରକକୁ ପଛପଟୁ ଧକ୍କା ଦେଲା ବସ୍

22

ଖୋର୍ଦ୍ଧା : ପୁଣି ବସ୍ ଦୁର୍ଘଟଣାଗ୍ରସ୍ତ । ଖୋର୍ଦ୍ଧା ଜଙ୍କିଆରେ ଯାତୀବାହୀ ବସ ଦୁର୍ଘଟଣାଗ୍ରସ୍ତ। ଜଙ୍କିଆ ଛକରେ ଟ୍ରକକୁ ପଛପଟୁ ଧକ୍କା ଦେଲା ବସ୍ । ୧୬ ନଂ ଜାତୀୟ ରାଜପଥରେ ଦୁର୍ଘଟଣା । ୧୦ ଆହତ ।