ବାଲେଶ୍ୱରରେ ଭାରସାମ୍ୟ ହରାଇ ଡମ୍ପରକୁ ପିଟିଲା ଯାତ୍ରୀବାହୀ ବସ୍ : ୧ ମୃତ, ୧୧ ଆହତ

17

ବାଲେଶ୍ୱର : ବାଲେଶ୍ୱରରେ ଭାରସ୍ୟାମ ହରାଇ ଡମ୍ପରକୁ ଧକ୍କା ଦେଇଛି ଯାତ୍ରୀବାହୀ ବସ୍ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତ ରହିଛି । ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିବା ଖୁସି ବସ୍ ବାଲେଶ୍ୱର ଖନ୍ତାପଡା ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଦେଖନ୍ତୁ ଏହି ଭିଡିଓ –