ସମ୍ବଲପୁର ନକ୍ସପାଲିରେ ଓଲଟିଲା ବସ୍ !ଜଗତଗୁରୁ ବସ୍ ଦୁର୍ଘଟଣାରେ ଜଣେ ମୃତ, ୨୦ ଆହତ

19

କନକ ବ୍ୟୁରୋ: ସମ୍ବଲପୁର ନକ୍ସପାଲିରେ ବସ୍ ଦୁର୍ଘଟଣା । ବରଗଡ଼ରୁ ଭୁବନେଶ୍ୱର ଯାଉଥିବା ‘ଜଗଦଗୁରୁ’ ବସ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଛି । ଏଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ତେବେ ୫ ଜଣଙ୍କୁ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି । ‘ଜଗଦଗୁରୁ’ ବସଟି ଦ୍ରୁତଗତିରେ ଆସି ଅନ୍ୟ ଏକ ବସକୁ ଧକ୍କା ଦେଇ ଓଲଟିପଡିଥିଲା ।