ନବରଙ୍ଗପୁରରୁ ବିଶାଖାପଟଣା ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ : ୩ ଯାତ୍ରୀ ମୃତ, ୧୫ରୁ ଅଧିକ ଆହତ

29

ନବରଙ୍ଗପୁର : ନବରଙ୍ଗପୁରରୁ ବିଜୟନଗରମ୍ ଯାଉଥିବା ଏକ ସରକାରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିଜୟନଗରମ୍ ଜିଲ୍ଲା ରାମବଦରମପୁରମ ନିକଟରେ ବସଟି୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।