ବଢୁଛି ବିଲଡର ନିରଂଜନ ରାଣାଙ୍କ ନାଁରେ ଅଭିଯୋଗ ଫର୍ଦ୍ଦ

16

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଲଡର ନିରଂଜନ ରଣାଙ୍କ ନାଁରେ ପୁଣି ଠକେଇ ଅଭିଯୋଗ । ନିରଂଜନଙ୍କ ବିରୋଧରେ ଲାଗିଲା ଓପିଆଇଡି ଆକ୍ଟ । ଫ୍ଲାଟ୍ ଦେବା ନାଁରେ ୪୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ । ଠକେଇ ନେଇ ସହିଦ ନଗର ଥାନାରେ ଏତଲା ।ଏହି ଆଇନ ବଳରେ ତାଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସଂପତି ବାଜ୍ୟାପ୍ତି ହୋଇପାରିବ ।