ଫିଲ୍ମ ବୁଦ୍ଧିଆ ‘ବୁଦ୍ଧିଆ ସିଂ-ବର୍ଣ୍ଣ ଟୁ ରନ୍’ର ପ୍ରମୋସନ ପାଇଁ ଦିଲ୍ଲୀ ଗଲେ ବୁଦ୍ଧିଆ ସିଂ

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଫିଲ୍ମ ‘ବୁଦ୍ଧିଆ ସିଂ- ବର୍ଣ୍ଣ ଟୁ ରନ୍’ର ପ୍ରମୋସନ ପାଇଁ ଦିଲ୍ଲୀ ଗଲେ ବିସ୍ମୟ ବାଳକ ବୁଦ୍ଧିଆ ସିଂ ।  ସାଥିରେ ମା’ ସୁକାନ୍ତି ମଧ୍ୟ ଯାଇଛନ୍ତି । ଅଗଷ୍ଟ ୫ ରେ ରିଲିଜ ହେଉଛି ବୁଦ୍ଧିଆଙ୍କ ଜୀବନ ଉପରେ ଆଧାରିତ ଏହି ଫିଲ୍ମ ।