ବୁଦ୍ଧିଆ ସିଂ ଓ ତାଙ୍କ ମାଁ ଉଭୟଙ୍କ ୧୬୧ରେ ବୟାନ ରେକର୍ଡ କଲା ନୟାପଲ୍ଲୀ ଥାନା ପୁଲିସ

22

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବୁଦ୍ଧିଆ ସିଂ ଓ ତାଙ୍କ ମାଁ ଉଭୟଙ୍କ ୧୬୧ଆଧାରରେ ବୟାନ ରେକର୍ଡ କଲା ନୟାପଲ୍ଲୀ ଥାନା ପୁଲିସ । ମୁଁ ଫିଲ୍ମ ପାଇଁ ଯାଇଥିଲି ,ନିଜ ଇଚ୍ଛାରେ ଯାଇଥିବା ବୟାନ ଦେଲେ ବୁଦ୍ଧିଆ ।