ବାଲେଶ୍ୱର: ଅରଡା ବଜାରରୁ ବ୍ରାଉନ ସୁଗାର ଜବତ,ଜଣେ ଗିରଫ

28

କନକ ବ୍ୟୁରୋ: ବାଲେଶ୍ୱର ଅରଡା ବଜାରରୁ ବ୍ରାଉନ ସୁଗାର ଜବତ । ପ୍ରାୟ ୧ କୋଟି ଟଙ୍କାର ବ୍ରାଉନସୁଗାର ଜବତ କରିଛି ପୁଲିସ । ଏହି ଘଟଣାରେ ଜଣକୁ ଗିରଫ କରାଯାଇଛି । ତେବେ ଏହି ବ୍ରାଉନ ସୁଗାର କେଉଁଠୁ ଆସିଲା । କିଏ ଏହାର ମାଷ୍ଟର ମାଇଣ୍ଡ । ଏନେଇ ଖୋଳତାଡ ଆରମ୍ଭ କରିଛି ପୁଲିସ ।