ଭୁବନେଶ୍ୱର ଲକ୍ଷ୍ମୀସାଗରରୁ ୫୨ ଗାମ୍ ବ୍ରାଉନସୁଗାର ଜବତ

31

ଭୁବନେଶ୍ୱର ଲକ୍ଷ୍ମୀସାଗରରୁ ୫୨ ଗାମ୍ ବ୍ରାଉନସୁଗାର ଜବତ ହୋଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା ହେବ । ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୁଲିସ୍ ।