୪ ଦୁଷ୍କର୍ମ ଅଭିଯୁକ୍ତଙ୍କ ମୃତଦେହକୁ ସୁରକ୍ଷିତ ରଖିବା ପାଇଁ ତେଲେଙ୍ଗାନା ହାଇକୋର୍ଟଙ୍କ ନିର୍ଦ୍ଦେଶ । ଡିସେମ୍ବର ୯ ତାରିଖ ଯାଏ ସଂରକ୍ଷିତ ରହିବ ମୃତଦେହ । ପ୍ରିନସପାଲ ଡିଷ୍ଟ୍ରିକ୍ଟ ଜଜଙ୍କୁ ପୋଷ୍ଟମର୍ଟମର ଭିଡିଓକୁ ସିଡିରେ ଦେବା ପାଇଁ କହିଲେ ହାଇକୋର୍ଟ ।

14