ସ୍ୱାଭିମାନ ଅଂଚଳରେ ମାଓବାଦୀଙ୍କୁ ମୁକାବିଲା କଲେ ଗ୍ରାମବାସୀ : ପଥର ଓ ତୀର ମାଡ଼ରେ ଗଲା ଜଣେ ମାଓବାଦୀର ଜୀବନ, ଜଣେ ଗୁରୁତର । ଲାଲବାହିନୀର ପାଲଟା ଆକ୍ରମଣ, ଗାଁରେ ପଶି ପୋଡି ଦେଲେ ୧୫ ଘର । ଚିତ୍ରକୋଣ୍ଡାରେ ଉତ୍ତେଜନା

11