ରାଷ୍ଟ୍ରପତିଙ୍କ ବଡ ମନ୍ତବ୍ୟ । କହିଲେ, ନାବାଳିକା ଦୁଷ୍କର୍ମକାରୀଙ୍କୁ କ୍ଷମା ନାହିଁ । କ୍ଷମା ପ୍ରାର୍ଥନା ବ୍ୟବସ୍ଥାର ପରିବର୍ତନ ଜରୁରୀ । ଆଇନରେ ସଂସ୍କାର ପାଇଁ ଦେଲେ ପରାମର୍ଶ ।

13