ରାଜଧାନୀରେ ପୁଣି ଏକ କାଡାଭେରିକ କିଡନୀ ଟ୍ରାନ୍ସପ୍ଲାଂଟ୍ : ବ୍ରେନଡେଡ୍ ଘୋଷିତ ଭୁବନେଶ୍ୱରର ସୁଚିତ୍ରାଙ୍କ ୨ କିଡନୀ କଢା ଯାଇ ୨ ଜଣଙ୍କ ଶରୀରରେ ପ୍ରତିରୋପଣ । ୨ ରୋଗୀଙ୍କୁ ମିଳିବ ନୂଆ ଜୀବନ । ଫେଲ୍ ମାରିଲା ହୃତପିଣ୍ଡ ଓ ଯକୃତ ପ୍ରତିରୋପଣ

7