ମୃତ୍ୟୁଯନ୍ତା ଜାପାନ କ୍ରୁଜରେ ଓଡ଼ିଆ ଯନ୍ତ୍ରୀ : ଭିଡିଓ ବାର୍ତ୍ତା ଜରିଆରେ ଦୁଃଖ ଜଣାଇଲେ ଫଶି ରହିଥିବା ବ୍ରହ୍ମପୁରର ଶିବାଶିଷ ନାୟକ । ଲୁହ ଭରା ଆଖିରେ ପୁଅକୁ ଫେରାଇ ଆଣିବାକୁ ପରିବାରର ଅନୁରୋଧ । ଡାଏମଣ୍ଡ ପ୍ରିନ୍ସେସ୍ ଜାହାଜରେ ୧୪୦ ଭାରତୀୟ

10