ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ନେଇ ସ୍ପଷ୍ଟ କଲା ମାଧ୍ୟମିକ ଶିକ୍ଷା ପରିଷଦ : କହିଲା, ଭାଇରାଲ ହୋଇନି ପ୍ରଶ୍ନପତ୍ର । ଏପଟେ କପି ରୋକିବାକୁ ହାଇକୋର୍ଟର କଡ଼ା ଆଭିମୁଖ୍ୟ, ଗ୍ରହଣୀୟ ନୁହେଁ ଗୋଟିଏ ବି କାଗଜ ଖଣ୍ଡ । ପ୍ରଥମ ଦିନରେ କପି କରି ଧରାପଡିଲେ ୬୫ ପରୀକ୍ଷାର୍ଥୀ

23