ମାଟ୍ରିକ ପରୀକ୍ଷା ସମୟରେ ସାଉଥକୋର ଅମାନବିକତା : ବିଜୁଳି ବିଲ ବାକି ଥିବାରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କଲା ସାଉଥକୋ । ପାଠ ପଢା ପାଇଁ ଲଣ୍ଠନ ଓ ମହମବତୀ ଭରସା, ପରୀକ୍ଷା ଚାଲୁଥିବାରୁ ଛାତ୍ରଛାତ୍ରୀଙ୍କ ଭିତରେ ବଢୁଛି ଅସନ୍ତୋଷ

9