ମହଙ୍ଗା ପଡିଲା ହତ୍ୟା ଅଭିଯୁକ୍ତ ସହ ସେଲଫି । ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି ହେଲେ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅଧିକାରୀ । ଅସ୍ତରଙ୍ଗ ଆଳିସାହି ହତ୍ୟାକାଣ୍ଡର ଅଭିଯୁକ୍ତ ସହ ପୋଲିସ ଗାଡିରେ ଉଠାଇଥିଲେ ସେଲଫି ।

5