ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ପରଲୋକ: ୬୧ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ, ସମ୍ବାଦ ଭବନରେ ଦିଆଗଲା ଶ୍ରଦ୍ଧାଞ୍ଜଳି, ପୈତୃକ ଗାଁ ବରଗଡ ମହଖଣ୍ଡରେ ହେବ ଶେଷକୃତ୍ୟ, ଚାରିଆଡେ ଶୋକର ଲହରୀ ।

11