ପ୍ରାଣୀ ଚିକିତ୍ସିକାଙ୍କ ସହ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରିଥିବା ଚାରି ଅଭିଯୁକ୍ତ ପୁଲିସ ଏନ୍‌କାଉଣ୍ଟର୍‌ରେ ନିହତ ହେବା ପରେ ହାଇଦ୍ରାବାଦର ସ୍ଥାନୀୟ ବାସିନ୍ଦାମାନେ ପୁଲିସକୁ ପ୍ରଶଂସା କରିବା ସହ ସେମାନଙ୍କ ଉପରେ ଗୋଲାପ ପାଖୁଡ଼ା ବୃଷ୍ଟି କରିଛନ୍ତି

18