ପିଲାଙ୍କ ରୋଷେଇ ଖେଳ ପାଲଟିଲା କାଳ : ମିଛି ମିଛିକା ଖେଳରୁ ଲାଗିଗଲା ନିଆଁ । ଗଂଜାମ ପୋଲସରାରୁ ଆସିଲା ହୃଦୟ ବିଦାରକ ଚିତ୍ର । ବ୍ରହ୍ମପୁର ମେଡିକାଲରେ ଗଲା ୩ ଶିଶୁଙ୍କ ଜୀବନ, କଟକ ମେଡିକାଲରେ ପ୍ରାଣ ହରାଇଲା ଆଉ ଜଣେ ଶିଶୁ

13