ପାରାଚ୍ୟୁଟ୍ ରେଜିମେଂଟରେ ପ୍ରଶିକ୍ଷଣ ପାଇଁ ଧୋନୀଙ୍କ ଆବେଦକୁ ମଞ୍ଜୁର କଲେ ସେନାମୁଖ୍ୟ ବିପିନ ରାୱତ: ଦୁଇ ମାସ ପାଇଁ ଟ୍ରେନିଂ ନେବେ ଧୋନୀ, ଟେରିଟୋରିଆଲ ଆର୍ମି ସହ କରିବେ ଅଭ୍ୟାସ, କିନ୍ତୁ ହେବେ ନାହିଁ ଅପରେସନରେ ସାମିଲ୍ ।

17