ଦୀର୍ଘଦିନର ଦାବି ହେବ ପୂରଣ । ଆଜିଠୁ ଗଡିବ ଭୁବନେଶ୍ୱର-ନୟାଗଡ ସେବା ଏକ୍ସପ୍ରେସ । ନୂଆଦିଲ୍ଲୀରୁ ଭିଡିଓ କନଫେରନ୍ସି ଜରିଆରେ ଶୁଭାରମ୍ଭ କରିବେ କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋୟଲ ।

13