ଦିଲ୍ଲୀ ହିଂସାକାଣ୍ଡରେ ମୃତ୍ୟୁସଂଖ୍ୟା ୨୭କୁ ବୃଦ୍ଧି : ପୋଲିସର ଦାବି ସ୍ଥିତି ନିୟନ୍ତ୍ରଣରେ । ନେତାଙ୍କ ଉତେଜକ ଭାଷଣ ଶୁଣିବା ପରେ ଆଜି ହାଇକୋର୍ଟରେ ରିପୋର୍ଟ ଦାଖଲ କରିବ ଦିଲ୍ଲୀ ପୋଲିସ । ସେପଟେ ମାମଲା ଶୁଣାଣି କରିଥିବା ହାଇକୋର୍ଟ ଜଜଙ୍କ ହେଲା ବଦଳି

10